Browsing Tag

auto accident

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ, ୬ ମହିଳା ଗୁରୁତର

କଳାହାଣ୍ଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ ।  ଅଟୋ ଓଲଟି ୬ ମହିଳା ଗୁରୁତର ହୋଇଛନ୍ତି । ଏମ ରାମ ପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଓଲଟିଛି ଅଟୋ । ଏକ ବିବାହ ଭୋଜିକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ୬ ଗୁରୁତରଙ୍କୁ ପ୍ରଥମେ ଏମ ରାମପୁର ଚିକିତ୍ସାଳୟରେ ଭର୍ତ୍ତି…

ମହାରାଷ୍ଟ୍ର : ନାଳରେ ଖସିଲା ଅଟୋ, ୬ ମୃତ

ମହାରାଷ୍ଟ୍ରର ୟବତମାଲା ଜିଲ୍ଲାରେ ଅଟୋ ଓଲଟିବାରୁ ୬ ଜଣଙ୍କ ଜୀବନ ଚାଲିଯାଇଛି । ସକାଳ ୧୧ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ ଘଟଣାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୁସାଦ ଥାନା ଅଧିକାରୀଙ୍କ କହିବା ମୁତାବକ, ନାଗପୁରରୁ ୨୬୦ କିମି ଦୂର ପୁସାଦର ଜବାହର ନଗର…

ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ, ଜଣେ ମୃତ

କୋରାପୁଟ (କେନ୍ୟୁଜ) : ଦଶ ଫୁଟ ତଳକୁ ଓଲଟିଲା ଅଟୋ । ଅଟୋ ଓଲଟି ଜଣଙ୍କର ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଲୁଗୁମ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସିଲା ଅଟୋ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତ ବ୍ୟକ୍ତି ଜଣକ…

ପିକନିକ୍ ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା, ୮ ଯାତ୍ରୀ ଗୁରୁତର

ଜଳେଶ୍ବର: ପିକନିକ୍ ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣାରେ ଭାରସାମ୍ଯ ହରାଇ ରାସ୍ତାରୁ 10 ଫୁଟ ତଳକୁ ଖସିଲା ଅଟୋ। ଜମୁନାଶୂଳ ବେଳାଭୂମିରୁ ପିକନିକ ସାରି ଘରକୁ ଫେରୁଥିବା ବେଳେ ପଞ୍ଚୁପାଲି ନିକଟରେ ବିପରୀତ ଦିଗରୁ ଦ୍ରୂତଗତିରେ ଆସୁଥିବା ଏକ ପଲସର ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା…

ବିବାହ ପରେ ସୁଖ ରହିଲାନି…କୂଅରେ ଖସିପଡ଼ିଲା ଦ୍ରୁତଗାମୀ ଅଟୋ; ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ରରେ ଏକ ଯାତ୍ରୀବାହୀ ଅଟୋ କୂଅରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ପୁଣେର ଜେଜୁରୀରେ ଦେବ ଦର୍ଶନ କରିବାକୁ ନବ ଦମ୍ପତି ଯାଇଥିଲେ। ଦର୍ଶନ ସାରି ସେମାନେ…

ଥାନା ଅଧିକାରୀଙ୍କ କାର ଅଟୋକୁ ପଛପଟୁ ପିଟିଲା, ଦୁଇ ଆହତ

ବାଲେଶ୍ୱର ଜିଲ୍ଲା ସଦର ଥାନା କୁରୁଡ଼ା ସର୍ଭିସ ରୋଡ଼ରେ ଅଟୋକୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ଜଣେ ଗୁରୁତର ଓ ଦୁଇ ଆହତ ହୋଇଛନ୍ତି । କାର ଚଳାଉଥିବା ବ୍ୟକ୍ତି ହେଉଛନ୍ତି ଚାନ୍ଦିପୁର ଥାନା ଅଧିକାରୀ ସଦାନନ୍ଦ ନାୟକ । ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା ଅଭିଯୋଗ…

ଗଜପତି: ଭାରସାମ୍ୟ ହରାଇ ମାଣିକପୁର ଘାଟିରେ ଓଲଟିଲା ଅଟୋ, ୨ ମୃତ ଓ ୮ ଆହତ

ଗଜପତି(କେନ୍ୟୁଜ୍): ଅଟୋ ଓଲଟି ୨ ମୃତ, ୮ ଆହତ । ଗଜପତି କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପାଇକ ଅନ୍ତରଡା ନିକଟସ୍ଥ ମାଣିକପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ…

ଅଟୋରେ ଯାଉଥିବା ବେଳେ ମା’ ଏବଂ ଝିଅ ଉପରେ ଖସିପଡିଲା ଲୁହା ପାଇପ, ଉଭୟ ମୃତ

ମୃତ୍ୟୁ କେତେବେଳେ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନାହିଁ । ଆଉ ଏମିତି ମୃତ୍ୟୁ କେବେ କାହା ପାଇଁ କାଳ ସାଜେ ତାହା କେହି ଜାଣିପାରନ୍ତି ନାହିଁ । ଅଟୋରେ ଯାଉଥିବା ମା’ ଝିଅଙ୍କ ଉପରେ ଲୁହା ପାଇପ ପଡିବା ଯୋଗୁଁ ମୃତ୍ୟୁ ହୋଇଛି। ଏଭଳି ଘଟଣା ମୁମ୍ବାଇର ଜାଗେଶ୍ୱରୀ ଅଞ୍ଚଳରେ ଘଟିଛି…

ପୋଲରୁ ଖସିଲା ଅଟୋ, ୬ ଆହତ

କେନ୍ୟୁଜ (ବ୍ୟୁରୋ) : ଆଜି ଏକ ଅଭାବନୀୟ ଘଟଣାକ୍ରମେ ଏକ ଅଟୋ ବାଇକକୁ ଧକା ଦେବା ପରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଛି । ଏଥିରେ ଥିବା ୬ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଚନ୍ଦ୍ରଗିରି ମେଡିକାଲରେ…

ସ୍କୁଲ ଅଟୋକୁ ଧକ୍କାଦେଲା ଇଟା ବୋଝେଇ ଟ୍ରାକ୍ଟର, ୫ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର(କେନ୍ୟୁଜ୍) : ସ୍କୁଲ ଅଟୋକୁ ଧକ୍କାଦେଲା ଇଟା ବୋଝେଇ ଟ୍ରାକ୍ଟର । ଘଟଣାରେ ୫ ଛାତ୍ରଛାତ୍ରୀଙ୍କ ସମେତ ଅଟୋ ଚାଳକ ଆହତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର…

ସରସ୍ବତୀ ମୂର୍ତ୍ତି ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ: ଦୁଇ ଛାତ୍ର ଗୁରୁତର ଓ ତିନି ଆହତ

ଜଳେଶ୍ଵର(କେନ୍ୟୁଜ୍): ସରସ୍ବତୀ ମୂର୍ତ୍ତି ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ। ଦୁଇ ଛାତ୍ର ଗୁରୁତର ଓ ତିନି ଆହତ। ସମସ୍ତେ ଜଳେଶ୍ବର ବ୍ଲକ ଓଲମରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା । ରାଇବଣିଆକୁ ସରସ୍ବତୀ ପୂଜା ପାଇଁ ମୂର୍ତ୍ତି ଆଣିବା ପାଇଁ ଯିବା ସମୟରେ ଭାରସାମ୍ଯ ହରାଇ…

ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା: ଭାରସାମ୍ଯ ହରାଇ ଓଲଟିଲା ଅଟୋ : ୨ ମୃତ ,୮ ଗୁରୁତର

ବୌଦ୍ଧ (କେନ୍ୟୁଜ): ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା । ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଲ ରେ ଓଲଟିଲା ଓଟୋ । ଘଟଣା ସ୍ଥଳରେ ଦୁଇ ମୃତ , ୮ ଗୁରୁତର । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁରୁ ମାଝି । ସୂଚନା ଅନୁଯାୟୀ ବୌଦ୍ଧ…