Browsing Tag

Auto Debit Payments

ଅକ୍ଟୋବର ୧ରୁ ଲାଗୁ ହେଉଛି ନୂଆ ଅଟୋ ଡେବିଟ୍ ନିୟମ, ଆପଣଙ୍କ ବିନା ଅନୁମତିରେ ଆଉ କଟିବନି ପଇସା

ଭାରତୀୟ ରିଜର୍ଭ ବ୍ଯାଙ୍କ(RBI) ଆଦେଶନୁସାରେ ଅଟୋ-ଡେବିଟ୍ ଦେଣନେଣରେ ପରିବର୍ତ୍ତନ କରିବା ପାଇଁ ଗ୍ରାହକଙ୍କୁ ସଚେତନ କରିବା ଆରମ୍ଭ କରିଦେଇଛି। ଏହି ପରିବର୍ତ୍ତନ ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଅନୁଯାୟୀ, କୌଣସି ପ୍ରକାର ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ ବିଲ୍…