Browsing Tag

AUTOMOBILE

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମହିନ୍ଦ୍ରା କମ୍ପାନୀ ଲଞ୍ଚ କଲା ନୂଆ ଲୋଗୋ

ସମୟ ସହିତ ଗାଡ଼ି ନିର୍ମାତା କମ୍ପାନୀ ନିଜ ମଡେଲରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରୁଛନ୍ତି । ଏହାଦ୍ୱାରା ଗ୍ରାହକ ଅଧିକ ଆକର୍ଷିତ ହେବେ ବୋଲି ବିଶ୍ୱାସ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବାହନ ନିର୍ମାତା କମ୍ପାନୀ ମହିନ୍ଦ୍ରା ନିଜର ଲୋଗୋ ଡିଜାଇନରେ ପରିବର୍ତ୍ତନ ଆଣିଛି । ନିକଟରେ…

TVSର ପାଓ୍ଵାରଫୁଲ ଇଲେକଟ୍ରିକ ସ୍କୁଟର Creon, ଆଡଭାନ୍ସ ଫିଚର୍ସ ସହ ରହିଛି ଜବରଦସ୍ତ ଡ୍ରାଇଭିଂ ରେଞ୍ଜ

ଦେଶର ଇଲେକଟ୍ରିକ ମୋବିଲିଟି କ୍ଷେତ୍ରରେ ପ୍ଲେୟର୍ସ ପକ୍ଷରୁ ଲାଗାତାର ଭାବେ ଦମଦାର ଏଣ୍ଟି୍ର କରାଯାଉଛି। ଦେଶର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ TVS ଖୁବଶୀଘ୍ର ଘରୋଇ ବଜାରରେ ନିଜର ନୂଆ ଇଲେକଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ସ୍କୁଟରର ନାମ Creon ରଖାଯାଇଛି। ଟିଭିଏସ ନିଜର…

Pininfarinaର ନୂଆ ଇଲେକଟ୍ରିକ କାର, ବିନା steering wheel ଓ ଦମଦାର ଫିଚର୍ସରେ ହେବ ଲଞ୍ଚ

ଇଟାଲୀର ଗାଡ଼ି ନିର୍ମାତା କମ୍ପାନୀ Pininfarina ନିଜର ଦମଦାର ହ୍ୱିକଲ ଡିଜାଇନର ଇଲେକଟ୍ରିକ କାର ଲଞ୍ଚ କରିବାକୁ ଯାଉଛି । ଇଟାଲୀର ଗାଡ଼ି ନିର୍ମାତା କମ୍ପାନୀ  Pininfarina ନିଜର ଦମଦାର ହ୍ୱିକଲ ଡିଜାଇନ ପାଇଁ ସାରା ବିଶ୍ୱରେ ଲୋକପ୍ରିୟ । ଏବେ କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ଲଞ୍ଚ…

ତେଲ ଦରକୁ ଧ୍ୟାନରେ ରଖି ମାରୁତି ଓ ଟାଟା ମୋର୍ଟସ ପକ୍ଷରୁ ଲଞ୍ଚ ହେବ ନୂଆ CNG କାର, ରହିଛି ଦମଦାର ଫିଚର୍ସ

ଚଳିତ ବର୍ଷ ତେଲ ଦରରେ ଅନେକ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ ହେଉଥିବା କାରଣରୁ ଅନେକ ସମସ୍ୟା ମଧ୍ୟ ଦେଖାଯାଉଛି । ତେବେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାତା କମ୍ପାନୀ ମାରୁତି ଓ ଟାଟା ପକ୍ଷରୁ ନୂଆ CNG କାରର ଖୁବ ଶୀଘ୍ର ହେବାକୁ ଯାଉଛି ବଜାର…

ସେନାଙ୍କୁ ସମ୍ମାନ ଜଣାଇ ଲଞ୍ଚ ହେଲା Jawaର ନୂଆ ମୋଟର ସାଇକେଲ, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଭାରତ- ପାକିସ୍ତାନ ଯୁଦ୍ଧ ଜିତିବାର ୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତବର୍ଷ ଖୁସି ମନାଉଛି । ଏହି ଅବସରକୁ ପାଳନ କରିବାରେ ଗାଡ଼ି ନିର୍ମାତା କମ୍ପାନୀ କିଭଳି ବାଦ ପଡିବେ । ୫୦ ବର୍ଷ ପୁରା ହେବା ଅବସରରେ  Jawa ମୋଟରସାଇକେଲ ସେନାଙ୍କୁ ସମ୍ମାନ ଦେବାକୁ ଯାଇ ନୂଆ ବାଇକ ଲଞ୍ଚ କରିଛି । Jawa…

ଲୋଡିଂ କାପାସିଟି ଓ ଡ୍ରାଇଭିଂ ରେଞ୍ଜ ସହିତ Zypp ପକ୍ଷରୁ ଲଞ୍ଚ ହେବାକୁ ଯାଉଛି ନୂଆ ଇଲେକଟ୍ରିକ ସ୍କୁଟର

ଇଲେକଟ୍ରିକ ଦୁନିଆରେ ଷ୍ଟାର୍ଟଅପ୍ସ ଖୁବ ଭଲ ପ୍ରଦର୍ଶନ ଜାରୀ ରଖିଛି । ନୂଆ ଜ୍ଞାନ କୌଶଳ ସହିତ ଅତ୍ୟାଧୁନିକ ଶୈଳୀରେ ଇଲେକଟ୍ରିକ ବାହନ ତିଆରି କରୁଛି । ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ଇଲେକଟ୍ରିକ ବାହନ ଲଞ୍ଚ ହେବାକୁ ଯାଉଛି । ତେଲ ଦର ବୃଦ୍ଧିକୁ ନେଇ ଲୋକଙ୍କ ବ୍ୟାଟେରୀ ଚାଳିତ ଗାଡ଼ି…

ପାୱାରଫୁଲ ରେଞ୍ଜ ସହ ଭାରତରେ ଲଞ୍ଚ ହେଲା Range Rover Sport SVR, ଟପ୍ ସ୍ପିଡ 280 kmph  

Jaguar land rover ଇଣ୍ଡିଆ ଭାରତୀୟ ବଜାରରେ ନିଜର ନୂଆ ଏସୟୁଭି Range Rover Sport SVR ଲଞ୍ଚ କରିଛି । ଏହା କମ୍ପାନୀର ସବୁଠୁ ପାୱାରଫୁଲ ରେଞ୍ଜ ରୋବର କାର ।  ଏହାର ଦାମ ୨.୧୯ କୋଟି ରହିଛି । ଏସୟୁଭିର 5.0 ଲିଟର ସୁପରଚାର୍ଜ V8 ପେଟ୍ରୋଲ ଇଞ୍ଜିନ ଦିଆଯାଇଛି । ଏହା 423 kW…

ଭାରତୀୟ ବଜାରରେ କ୍ରେଟା ଓ ସେଲଟସକୁ ଟକ୍କର ଦେବ Skoda Kushaq, ରହିଛି ଦମଦାର ଫିଚର୍ସ

Skoda Kushaq ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହାର ନୂଆ SUV ପ୍ରତିସ୍ପର୍ଥ କମ୍ପ୍ରାକ୍ଟ SUV ସେଗମେଣ୍ଟ ମଧ୍ୟରୁ ଅନ୍ୟତମ । ଭାରତୀୟ ବଜାରରେ ଏହାର ମୁକାବିଲା କ୍ରେଟା, କିଆ ସେଲଟସ, ଟାଟା ହୋରିୟର, ରେନ ଡଷ୍ଟର ଏବଂ ନିସାନ କିକ୍ସ ସହ ହେବ । ଏହାର ପ୍ରାରମ୍ଭିକ ଦାମ ୧୦.୫୦ ଲକ୍ଷ ଟଙ୍କା…

ବାରମ୍ବାର Hyundai Konaର ଇଲେକଟ୍ରିକ କାରରେ ଲାଗୁଛି ନିଆଁ, କାରଣ ଅସ୍ପଷ୍ଟ

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି କମ୍ପାନୀ Hyundaiର ଫେମସ ଇଲେଟ୍ରିକ କାର Hyundai Konaରେ ନିଆଁ ଲାଗିବା ପରେ ଚର୍ଚ୍ଚା ଥମିବାର ନାଁ ଧରୁନି । କମ୍ପାନୀ ଦ୍ୱାରା ୭୭ହଜାର ରୁ ଅଧିକ ୟୁନିଟ ରିକଲ ପରେ ମଧ୍ୟ ଗାଡ଼ିରେ ନିଆଁ ଲାଗୁଛି । Hyundai Kona SUରେ ନିଆଁ ଲାଗିବା ଘଟଣା ବେଶ ଚର୍ଚ୍ଚା…

ଦେଶରେ ଶସ୍ତାରେ ଲଞ୍ଚ ହେଲା TNR Stella ଇଲେକଟ୍ରିକ ସ୍କୁଟର, ଥରେ ଚାର୍ଜରେ ଯିବ ୮୦ କିଲୋମିଟର

ତେଲ ଦର ବୃଦ୍ଧିକୁ ଦେଖି ଭାରତୀୟ ବଜାରରେ ଇଲେକଟ୍ରିକ ଗାଡ଼ିର ଡିମାଣ୍ଡ ଏବେ ବଢ଼ିଚାଲିଛି । ବିଶେଷ କରି ୨ ଚକିଆ ବାହନକୁ ନେଇ ଲୋକଙ୍କ ପସନ୍ଦ ବଢ଼ିଛି । ଗ୍ରାହକଙ୍କ ଏହି ପସନ୍ଦକୁ ଦୃଷ୍ଟିରେ ରଖି ଗାଡ଼ି ନିର୍ମାତା କମ୍ପାନୀ ଲଗାତାର ଭାବେ ଏହି ସେଗମେଣ୍ଟରେ ନିଜର ନୂଆ ମଡେଲ ଲଞ୍ଚ କରୁଛନ୍ତି ।…

ସିଙ୍ଗଲ ଚାର୍ଜରେ ଯିବ ୯୮୨ କିଲୋମିଟର, ଲଞ୍ଚ ହେବା ପୂର୍ବରୁ ବୁକ ହେଲା ୧୦ ଲକ୍ଷରୁ ଅଧିକ ଗାଡ଼ି

ସାରା ଦୁନିଆରେ ଇଲେକଟ୍ରିକ ବାହନର ଡିମାଣ୍ଡ ଏବେ ବଢ଼ିଚାଲିଛି । ତେଲ ଦର ବୃଦ୍ଧି କାରଣରୁ ସମସ୍ତେ ଚାର୍ଜ ଗାଡ଼ି ବ୍ୟବହାର ପାଇଁ ପସନ୍ଦ କରୁଛନ୍ତି । ଏହି ସେଗମେଣ୍ଟରେ ଆମେରିକା ଗାଡ଼ି କମ୍ପାନୀ  Tesla ରହିଛି ସବୁଠୁ ଆଗରେ । ନିକଟରେ କମ୍ପାନୀ ଗ୍ଲୋବାଲ ମାର୍କେଟରେ ନିଜର ପ୍ରଥମ ପିକ-ଅପ…

ଆଜି Hyundai Alcazarର ହେବ ବଜାର ପ୍ରବେଶ, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି କମ୍ପାନୀ Hyundai ଆଜି ଭାରତୀୟ ବଜାରରେ ଲଞ୍ଚ ହେବ। କମ୍ପାନୀ  ନିଜର ପ୍ରଥମ ଥ୍ରୀ ରୋ ଏସୟୁଭି Alcazar ଲଞ୍ଚ କରିଛି । ଏହା ଉଭୟ ୬ ସିଟ ଏବଂ ୭ ସିଟ  ଲେଆଉଟରେ ସାମ୍ନାକୁ ଆସିବ । କମ୍ପାନୀ ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି । ତେବେ ଏହା ଗ୍ରାହକଙ୍କୁ ପସନ୍ଦ…