Browsing Tag

automobiles

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବର୍ତ୍ତମାନ କାର ପଛ ସିଟରେ ବସିଥିବା ଲୋକଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ ସିଟ୍…

ସଡ଼କ ସୁରକ୍ଷାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ଆସୁଛି। ବର୍ତ୍ତମାନ ମଧ୍ୟ ଏହି ବାବଦରେ ଏକ ବଡ଼ ଖବର ଆସିଛି, ଯାହା ମୁତାବକ କାରରେ ବସିଥିବା ସମସ୍ତ ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ତେବେ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ…

ଦୁନିଆର ଏମିତି ସ୍ଥାନ ରହିଛି ଯେଉଁଠାରେ ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଦେବାକୁ ପଡ଼େ ଜରିମାନା, ଜାଣନ୍ତୁ କାରଣ

ଆପଣ ଶୁଣିଥିବ ଯେତେବେଳେ ବି କାର୍ ଚଲାଇବା କଥା ଉଠେ ସିଟ୍ ବେଲ୍ଟ ମଧ୍ୟ ଲଗାଇବା ପାଇଁ କୁହାଯାଏ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସିଟ୍ ବେଲ୍ଟ ପିନ୍ଧିଲେ ଦେବାକୁ ପଡ଼ିବ ଜରିମାନା। ଯଦି ଆପଣ ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ, ତେବେ ଚାଲାଣ ମଧ୍ୟ…

ମାତ୍ର ୨,୦୦୦ ଟଙ୍କାରେ ଆପଣ ବୁକ୍ କରିପାରିବେ ନୂଆ ବଜାଜ ଚେତକ୍, ଜାଣନ୍ତୁ ଫିଚର୍

ଆପଣ ଯଦି ନୂଆ ଗାଡ଼ି କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ନୂଆ ବଜାଜ ଚେଟକ ବୁକ୍ ଆପଣ ବୁକ୍ କରିପାରିବେ। ବଜାଜ ଗତ କିଛି ମାସ ମଧ୍ୟରେ ଭାରତୀୟ ବଜାରରେ ଏହାର ଚେତକ ଇଲେକ୍ଟ୍ରିକ୍ ସ୍କୁଟରର ସ୍ଥିରତାକୁ ବୃଦ୍ଧି କରିଛି। ଚେତକ ବ୍ରାଣ୍ଡ ୨୦୨୦ ରେ ଭାରତରେ…

ମହିନ୍ଦ୍ରାର ନୂଆ ସ୍କର୍ପିଓ ହେଲା ଲଞ୍ଚ: ଅଧିକ ମାଇଲେଜ୍ ସହ ମିଳିବ ୯ ଇଞ୍ଚର Infotainment, ଜାଣନ୍ତୁ ଏହାର ଫିଚର୍ସ

ମହିନ୍ଦ୍ରାର ନୂଆ ସ୍କର୍ପିଓ କ୍ଲାସିକ୍ ଲଞ୍ଚ ହୋଇଛି। ଏଥିରେ ସବୁଠୁ ବଡ଼ କଥା ହେଉଛି ଏହା ପୂର୍ବ ଅପେକ୍ଷା ଅଧିକ ମାଇଲେଜ୍ ଦେବ। ପୁଣି 9-ଇଞ୍ଚ Infotainment ସିଷ୍ଟମ୍ ରହିଛି ଏହି ଗାଡ଼ିରେ। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ ନୂତନ ଅବତାରରେ ଏହାର ନୂତନ ସ୍କର୍ପିଓ କ୍ଲାସିକ୍ ଲଞ୍ଚ କରିଛି।…

ଟାଟା ଲଞ୍ଚ କଲା ଟିଗୋର ନୂତନ ଶସ୍ତା iCNG କାର, କମ୍ ମୂଲ୍ୟ ସହ ରହିଛି ୨୬ କିଲୋମିଟର ମାଇଲେଜ୍

ମାର୍କେଟରେ ବିଭିନ୍ନ ପ୍ରକାର ସ୍ମାର୍ଟଫୋନ୍ ଓ କାର ବିକ୍ରି ହେଉଛି। ସମୟ ସହିତ ନୂଆ ନୂଆ ଡିଜାଇନ୍ ସହିତ ଆସୁଛି ଗାଡ଼ି। ତେବେ ବର୍ତ୍ତମାନ ପୁଣି TATA କମ୍ପାନୀ ଲଞ୍ଚ କରିଛି iCNG ଭାରିଆଣ୍ଟ କାର। ଏହି ପୋର୍ଟଫୋଲିଓରେ ଟାଟା ଟିଗୋର ଏକ୍ସଏମ୍ ହେଉଛି ସବୁଠାରୁ ଶସ୍ତା CNG ସେଡାନ୍, ଏହାର…

ବାଇକ୍ ଟିପ୍ସ: ଆପଣଙ୍କର ବାଇକ୍ କମ୍ ମାଇଲେଜ୍ ଦେଖାଉଥିଲେ ଅପଣାନ୍ତୁ ଏହି ଟିପ୍ସ, ବଞ୍ଚିବ ଟଙ୍କା

ଦିନକୁ ଦିନ ତେଲ ଦର ବଢିବାରେ ଲାଗିଛି। ପୁଣି ଗାଡ଼ି ଗୁଡ଼ିକ କିଛି ଦିନ ଚଲାଇବା ପରେ ହିଁ ଏହାର ମାଇଲେଜ୍ କମ୍ ଦେଖାଇଥାଏ। ଯାହାପାଇଁ ଗାଡ଼ିରେ ତେଲ ପକାଇବା ପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। କେବଳ ଏହି କମ୍ ମାଇଲେଜ ପାଇଁ। କିନ୍ତୁ କିଛି ଟ୍ରିକ୍ସ ଆପଣାଇ ଆପଣ ନିଜ ବାଇକର ମାଇଲେଜ୍…

ସଡକ ସୁରକ୍ଷା ନିୟମ: ସଡକ ସୁରକ୍ଷାକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ କଡ଼ା ନିୟମ, ପ୍ରତ୍ୟେକ ଗାଡ଼ିରେ ଏୟାର…

ଦିନକୁ ଦିନ ସଡ଼କ ସୁରକ୍ଷା ଉପରେ କଡା ଆଇନ୍ କାର୍ଯ୍ୟକାରୀ ହେଉଛି। କାରଣ ଗ୍ରାହକଙ୍କ ସୁରକ୍ଷା ପାଇଁ ଏପରି କରୁଛନ୍ତି ସରକାର।। ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଯାନବାହାନର ସୁରକ୍ଷା ପରିସଂଖ୍ୟାନ ଆଶ୍ଚର୍ଯ୍ୟଜନକ। ଗୁରୁବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ କେନ୍ଦ୍ର ପରିବହନ…

କାର ପ୍ରେମୀଙ୍କ ପାଇଁ ବଢ଼ିଆ ସୁଯୋଗ, କେବଳ ୩୫ ହଜାର ଟଙ୍କାରେ କିଣନ୍ତୁ Marutiର ଏହି ମଡେଲ

କାର ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ମାତ୍ର ଅଳ୍ପ ଟଙ୍କାରେ ଏବେ ଆପଣ ନିଜର ମନ ପସନ୍ଦର କାର କିଣିପାରିବେ। ପ୍ରାୟତଃ ଗାଡ଼ି ର ଦାମ ଅଧିକ ଥିବା କାରଣରୁ ଅନେକ ଜଣ ଆଫର୍ଡ କରିପାରନ୍ତି ନାହିଁ। କାର କିଣିବା ନେଇ ଅନେକ ବ୍ୟକ୍ତିଙ୍କ ସ୍ବପ୍ନ ରହିଥାଏ। ଭାରତୀୟ ପରିବାରରେ ତ କାର କିଣିବା…

ପ୍ରଦୂଷଣ ହ୍ରାସ କରିବାକୁ ଭାରତ ସରକାର କିଣିବେ ୫୦ ହଜାର ଇଲେକ୍ଟ୍ରିକ୍ ବସ୍

ଦିନକୁ ଦିନ ଯୁଗ ବଦଳିବା ସହିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସୁଛି। କିନ୍ତୁ ସବୁଠାରୁ ଦୁଃଖର କାରଣ ହେଉଛି ଯେ ଏବେ ପରିବେଶରେ ଅଧିକ ପ୍ରଦୂଷଣ ମଧ୍ୟ ବଢୁଛି। ଯାହା ପାଇଁ ବିଭିନ୍ନ ପରିବେଶବିତ୍ ଅନେକ ଯୋଜନା କରୁଛନ୍ତି ଏହାକୁ ରୋକିବା ପାଇଁ। ତେବେ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା…

ସେଲେରିଓ ଠାରୁ ୱାଗନ୍ଆର୍ ପର୍ଯ୍ୟନ୍ତ ମାରୁତି ଗାଡ଼ି ଉପରେ ବଡ଼ ରିହାତି, ବର୍ତ୍ତମାନ ଆପଣ କିଣି ପାରିବେ ଏହି ଗାଡ଼ି

ଆପଣ କାର୍ କିଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ମାରୁତି ସୁଜୁକି ଆରେନା ଏବଂ ନେକ୍ସା ଡିଲରସିପ୍ ମାଧ୍ୟମରେ ଏହାର ଗାଡ଼ି ଉପରେ ବଡ଼ ରିହାତି ପ୍ରଦାନ କରୁଛି। ଏହି ରିହାତିରେ ଆପଣ କାର୍ କିଣି ପାରିବେ। ବୋନସ୍ ଏବଂ କର୍ପୋରେଟ୍ ରିହାତି ଆକାରରେ…

ଆସିଲା Maruti Suzuki Altoର ନୂଆ ରେଟ୍ରୋ ମଡେଲ, ଲୁକ୍‌ ସହ ଫିଚର୍ସ କରିଛି ସମସ୍ତଙ୍କୁ ଦିଓ୍ଵାନା

ମାର୍କେଟକୁ ଆସିଲା ମାରୁତିର ନୂଆ ଅଲଟୋ ମଡେଲ। ମାରୁତି ସୁଜୁକି ନିକଟରେ ନୁଆ ଅଲଟୋ ଲେପିନ ଏଲସିକୁ ଜାପାନ ବଜାରରେ ଲଞ୍ଚ କରିଛି। ଲଞ୍ଚ କରିବା ପରେ ହିଁ ଏହାର ଲୁକ୍‌ ଦେଖି ସବୁଆଡେ ଚର୍ଚ୍ଚା ହେଉଛି । ଏଥିରେ ରେଟ୍ରୋ ଲୁକ ଦିଆଯାଇଛି। ଯାହାକି ଗାଡ଼ିର ସୁନ୍ଦରତାକୁ ଆହୁରି ବଢ଼ାଇଦେଇଛି। କାରକୁ…

ଟାଟା ସଫାରିରେ ରହିଛି ଦମଦାର ଫିଚର୍: ଭାଇରାଲ ହେଉଛି ଗାଡ଼ି ଫଟୋ

ବର୍ତ୍ତମାନ କମ୍ପାନୀ ଗୁଡ଼ିକ ନୂଆ ନୂଆ ଡିଜାଇନ୍ ର ଗାଡ଼ି ତିଆରି କରୁଛନ୍ତି।ଯାହାର ଫିଚର୍ ଦେଖି ଗ୍ରାହକମାନେ ଆଗ୍ରହୀ ହେଉଛନ୍ତି ଏହି ସବୁ ଗାଡ଼ି କିଣିବା ପାଇଁ। ତେବେ ଟାଟା ମୋଟର୍ସ ଗତ ବର୍ଷ ଆରମ୍ଭରେ ହିଁ ନୂଆ ଗାଡ଼ି ଏସୟୁଭି ସଫାରି ଲଞ୍ଚ କରିଥିଲା। କିନ୍ତୁ, ସେତେବେଳେ କମ୍ପାନୀ ଏହାକୁ…