Browsing Tag

avoid food

ବର୍ଷା ଋତୁରେ ଖାଆନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା

ବର୍ଷା ଋତୁରେ ଅନେକ ରୋଗର ଆଶଙ୍କା ବଢିଯାଏ । ଏହି ଋତୁରେ ପରିଷ୍କାର ପରିଚ୍ଛନ୍ନତା ବ୍ୟତୀତ ଖାଦ୍ୟକୁ ମଧ୍ୟ ପରିବର୍ତ୍ତନ କରିବା ଉଚିତ । ଯେପରି ଏହି ଦିନରେ ଖାଇବା ଏବଂ ପିଇବା ସମୟରେ କିଛି ଜିନିଷକୁ ଏଡ଼ାଇବା ଉଚିତ୍ । ଆୟୁର୍ବେଦ ଅନୁଯାୟୀ ବର୍ଷା ସମୟରେ ଶରୀରରେ ରୋଗ ହେବାର ଆଶଙ୍କା ବହୁତ…

World Food Safety Day: ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟକୁ କୁହନ୍ତୁ Goodbye

ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଡାଇବେଟିସଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ରୋଗ ପର୍ଯ୍ୟନ୍ତ, ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର ମୁଖ୍ୟ କାରଣ ହୋଇପାରେ । ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଯାହା ପ୍ରତିବର୍ଷ ୭ ଜୁନ୍ ରେ ପାଳନ କରାଯାଏ । ଯଦି ଆପଣ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି…

ବନ୍ଦେ ଭାରତରେ ପରସାଗଲା ଦୁର୍ଗନ୍ଧଯୁକ୍ତ ଖାଦ୍ୟ ! ଯାତ୍ରୀଙ୍କ ଅଭିଯୋଗ ପରେ ୨.୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା IRCTC

ପ୍ରିମିୟମ୍‌ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ପରସା ଯାଇଛି ଦୁର୍ଗନ୍ଧଯୁକ୍ତ ବାସି ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ଟ୍ରେନ୍‌ର ଜଣେ ଯାତ୍ରୀ । ଏହାର ଭିଡିଓ ଭାଇରାଲ ହେବା ପରେ IRCTC ମଧ୍ୟ କ୍ରୋଧ ପ୍ରକାଶ କରି ସେବା ପ୍ରଦାନକାରୀଙ୍କ ଉପରେ ୨.୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।…

୨୦୨୪ରେ ଏହି ଦିନରେ ତିଆରି କରନ୍ତୁ ନାହିଁ ରୁଟି, ଜାଣି ନିଅନ୍ତୁ ତାରିଖ

ନୂତନ ବର୍ଷ ୨୦୨୪ ଆରମ୍ଭ ହେବାକୁ ଯାଉଛି । ନୂତନ ବର୍ଷରେ ସମସ୍ତେ ନିଜ ଜୀବନରେ ସୁଖ, ସମୃଦ୍ଧି ଏବଂ ପ୍ରଗତି ଚାହୁଁଛନ୍ତି । ଏହି କାରଣରୁ ଆପଣ ଏହି ବର୍ଷରେ ଏପରି କିଛି କାମ କରିବା ଉଚିତ୍ ନୁହେଁ, ଯାହା ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରିବ ଏବଂ ଆପଣ ଟଙ୍କା ପାଇଁ ଅସୁବିଧାରେ ପଡିପାରନ୍ତି…

ବାରମ୍ବାର ଭୋକ ଲାଗୁଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଶରୀରରେ କେଉଁ ସମସ୍ୟା ହେଲେ ଏପରି ହୁଏ

ଖାଦ୍ୟ ଖାଇବା କେବଳ ଶରୀରକୁ ଠିକ ରଖେ ତାହା ନୁହେଁ ବରଂ ଏହା ଦ୍ୱାରା ମୁଡ ବି ଠିକ ରହିଥାଏ । ସାଧାରଣତଃ ଲୋକମାନେ ବ୍ରେକଫାଷ୍ଟ, ଲଞ୍ଚ, ସନ୍ଧ୍ୟାରେ କିଛି ସ୍ନାକ୍ସ ଏବଂ ଡିନର କରିଥାନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏତେ ଭୋକିଲା ଅନୁଭବ କରନ୍ତି ଯେ ସେମାନେ ଦିନରେ ଅନେକ…

ଏହି ଖାଦ୍ୟ ଖାଇବା ଦ୍ୱାରା ବଢ଼ିଥାଏ ରାଗ! ଏମିତି ଲୋକ ରୁହନ୍ତୁ ସାବଧାନ

ଆମକୁ ବିଭିନ୍ନ କାରଣରୁ ରାଗ ଆସିଥାଏ। ଆର୍ଥିକ ସମସ୍ୟା ହେଉ କି ନିଜ ଲୋକଙ୍କଠାରୁ ଧୋକା, ପାରିବାରିକ ହେଉ କି ଜମିବାଡ଼ି ବିବାଦ, ଅଫିସ୍‌ରେ କାମର ବୋଝ ହେଉ କି ଚିନ୍ତା କିମ୍ବା ଅବସାଦ, ଏ ସମସ୍ତ ଜିନିଷ ରାଗ ଆସିବାର ପ୍ରମୁଖ କାରଣ ହୋଇପାରେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୈନନ୍ଦିନ…

ରାତିରେ ଶୋଇବା ପୂର୍ବରୁ ଏହିସବୁ ଖାଦ୍ୟକୁ ଖାଆନ୍ତୁ ନାହିଁ, ନଚେତ୍‌ ରାତିସାରା ରହିବେ ଅନିଦ୍ରା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଶୋଇବାକୁ ସମୟ ପାଉନାହାନ୍ତି। ଦିନଯାକର କାମ ସାରି ଖଟକୁ ଯାଉ ଯାଉ ରାତି ୧୨ଟା ବାଜୁଛି। ପ୍ରାୟ ୯୦ ପ୍ରତିଶତ ଲୋକ ରାତିରେ ୧୨ଟା ପରେ ଶୋଇବାକୁ ଯାଇଥାନ୍ତି। ମାତ୍ର ଡାକ୍ତରଙ୍କ କହିବାନୁସାରେ ରାତିରେ ଡେରିରେ ଶୋଉଥିବା ଲୋକଙ୍କ ସ୍ୱାସ୍ଥ୍ୟରେ ଅବନତି…