Browsing Tag

awareness

ମହାନଦୀ ଘାଟ ସ୍ଵଛତା ନେଇ ଜନ ଜାଗରଣ ସୃଷ୍ଟି କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ସମ୍ବଲପୁର : ନିଜ ବ୍ୟସ୍ତ ବହୁଳ କାର୍ଯ୍ୟରୁ ଜନସେବା ପାଇଁ କିଛି ସମୟ ବାହାର କରି ମହାନଦୀ ଘାଟ ସ୍ଵଛତା ନେଇ ଜନ ଜାଗରଣ ସୃଷ୍ଟି ପାଇଁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ପ୍ରୟାସ କରାଯାଇଛି । ସଦା ସର୍ବଦା ଲୋକଙ୍କ ସୁରକ୍ଷା ତଥା ସେବା କାର୍ଯ୍ୟରେ…

ଋତୁସ୍ରାବ ପରିଚ୍ଛନତା ବିଷୟରେ ଓଡ଼ିଶାରେ ବ୍ୟାପକ ସଚେତନତା ପାଇଁ ବିଶେଷ ଡିଜିଟାଲ କ୍ୟାମ୍ପେନ

ଭୁବନେଶ୍ୱର : ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି। ଋତୁସ୍ରାବ…