ଅଯୋଧ୍ୟାରେ ତିଆରି ତମ୍ବୁ ସହରରେ ରହିବେ ୮୦ ହଜାର ଶ୍ରଦ୍ଧାଳୁ, ମିଳିବ ଏହି ସବୁ ସୁବିଧା
ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଭକ୍ତମାନଙ୍କୁ ସ୍ୱାଗତ କରିବା ପାଇଁ ରାମ ନଗରୀକୁ ସବୁ ପ୍ରକାରରେ ସଜାଯାଉଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଲକ୍ଷ ଲକ୍ଷ ଭକ୍ତ ପ୍ରାଣ…