Browsing Tag

azhar ali

ସେଲ୍ଫ ଆଇସୋଲେସନରେ ରହି ଫ୍ୟାନମାନଙ୍କୁ ଏମିତି ଏଣ୍ଟରଟେନ କଲେ ପାକିସ୍ତାନୀ କ୍ରିକେଟର ଆଝାର ଅଲ୍ଲୀ, ଆପଣ ବି ଦେଖନ୍ତୁ…

କରୋନା ଭାଇରସ ଯୋଗୁ ଏବେ ଖେଳ ଗତିବିଧିଗୁଡିକ ଉପରେ ରୋକ ଲଗାଇ ଦିଆଯାଇଛି। ତେଣୁ ଖେଳାଳିମାନେ ବର୍ତ୍ତମାନ ନିଜ ନିଜ ଘରେ ସେଲ୍ଫ ଆଇସୋଲେସନରେ ରହିଛନ୍ତି। ଏହାରି ଭିତରେ ପାକିସ୍ତାନୀ କ୍ରିକେଟର ଆଝାର ଅଲ୍ଲୀ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଏବଂ ଫ୍ୟାନମାନଙ୍କୁ ମଜାଦାର ପ୍ରଶ୍ନ…