ପତଞ୍ଜଳି ଭ୍ରାମକ ବିଜ୍ଞାପନ: ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି
ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଜାମିନ୍ ଯୁକ୍ତ ଗିରଫ ୱାରେଣ୍ଟ ଜାରି ହୋଇଛି । କେରଳର ଏକ କୋର୍ଟ ଭ୍ରାମକ ବିଜ୍ଞାପନ ମାମଲାରେ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ପଲକ୍କଡ଼ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଦ୍ଵିତୀୟ…