Browsing Tag

baba ramdev

ଯୋଗଗୁରୁ ବାବା ରାମଦେବ ବି ନେବେ କରୋନା ଟିକା, କହିଲେ- ଡାକ୍ତରଙ୍କ ସହ ନୁହେଁ ଡ୍ରଗ୍ ମାଫିଆଙ୍କ ସହ ଲଢ଼େଇ

ଏଲୋପ୍ୟାଥିକ ଚିକିତ୍ସା ନେଇ ବିବାଦୀୟ ଟିପ୍ପଣୀ ଦେଇଥିବା ଯୋଗଗୁରୁ ବାବା ରାମଦେବ ମଧ୍ୟ ଏବେ ନେବେ କରୋନା ଟିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ଦେଶର ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ଏହା ପରେ ରାମଦେବ ସମସ୍ତଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ଓ…

ଭବିଷ୍ୟତ ପ୍ଲାନର ଖୁଲାସା: ବାବା ରାମଦେବ ସୃଷ୍ଟି କରିବେ ଏଲୋପ୍ୟାଥି ଡାକ୍ତର! ପତଞ୍ଜଳି ଯୋଗପୀଠ ନିର୍ମାଣ କରିବ…

ଏଲୋପ୍ୟାଥିକୁ ନେଇ ଯୋଗଗୁରୁ ବାବା ରାମଦେବ ଭବିଷ୍ୟତ ପ୍ଲାନର ଖୁଲାସା କରିଛନ୍ତି ଏବଂ କହିଛନ୍ତି କି, ଖୁବ ଜଲଦି ସେ ଦେଶରେ ଏଲୋପ୍ୟାଥିକ ମେଡିକାଲ କଲେଜ ନିର୍ମାଣ କରିବେ। ତାଙ୍କ କହିବା ହେଲା, ପତଞ୍ଜଳି ଯୋଗପୀଠ ଏହି ମେଡିକାଲ କଲେଜ ନିର୍ମାଣ କରିବ। ଯୋଗପୀଠ ଦ୍ୱାରା ଏଲୋପ୍ୟାଥିକ କଲେଜ…

ବହୁତ ଜଲଦି ବ୍ଲାକ ଫଙ୍ଗସ୍‌ ଔଷଧ ଆଣିବାକୁ ଯାଉଛନ୍ତି ବାବା ରାମଦେବ, ନିଜେ ଦେଲେ ସୂଚନା

ବହୁତ ଜଲଦି ବ୍ଲାକ ଫଙ୍ଗସ ଔଷଧ ନେଇ ଆସୁଛନ୍ତି ଯୋଗଗୁରୁ ବାବା ରାମଦେବ। ଏହା ଦାବି କରିଛନ୍ତି ଯେ ସେ ସପ୍ତାହେ ସୁଦ୍ଧା ବଜାରକୁ ଆଣିବାକୁ ଯାଉଛନ୍ତି। ବାବା ଏଲୋପାଥିକୁ ନେଇ ଦେଉଥିବା ବୟାନ ପାଇଁ ଏବେ ଚର୍ଚ୍ଚାରେ । ତାଙ୍କୁ ନେଇ ଡାକ୍ତରଙ୍କ ମହଲ‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଛି।…

ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା, ଆଜି ଦେଶବ୍ୟାପୀ ‘କଳା ଦିବସ’ ପାଳିବାକୁ ଆହ୍ଵାନ…

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଡାକ୍ତର ସଂଘର ଦୃଢ ନିନ୍ଦା । ଏହାକୁ ବିରୋଧ କରି ଆଜି ଦେଶବ୍ୟାପୀ 'କଳା ଦିବସ'  ପାଳିବାକୁ ଆହ୍ଵାନ ଦେଇଛି ଡାକ୍ତର ସଂଘ । ଫେଡେରେସନ୍‌ ଅଫ୍‌ ରେଜିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

ଅମୀର ଖାନଙ୍କ ଶୋ’ ର ଏକ ଭିଡିଓ ସେୟାର କଲେ ବାବା ରାମଦେବ, ଆଉ ଧମକ ଦେଇ କହିଲେ ଏମିତି କିଛି….

"ଆୟୁର୍ବେଦ ଭରସେସ ଏଲୋପାଥି"କୁ ନେଇ ଏବେ ବାବା ରାମଦେବ ଚର୍ଚ୍ଚାରେ ଅଛନ୍ତି । ବାବା ଏଲୋପାଥିକୁ ସ୍ଟୁପିଡ଼ ସାଇନ୍ସର ଆଖ୍ୟା ଦେଇଥିବା ବେଳେ ଏହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ଓ ଯୋଗଗୁରୁଙ୍କ ମଧ୍ୟରେ ଲାଗିଛି ଘମାଘୋଟ ଯୁକ୍ତିତର୍କ । ଡାକ୍ତର ମାନେ ରାମଦେବଙ୍କ ମନ୍ତବ୍ୟକୁ…

ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହଜାରେ କୋଟି ଟଙ୍କାର ମାନିହାନି ମାମଲା

ନୂଆଦିଲ୍ଲୀ: ପୁଣି ବିବାଦରେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହଜାରେ କୋଟି ଟଙ୍କାର ମାନିହାନି ମାମଲା କରିଛି ଆଇଏମଏ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଆଧାରରେ ରାମଦେବଙ୍କ ନାଁ ଉତ୍ତରାଖଣ୍ଡ ଆଇଏମଏ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଅନ୍ୟପଟେ ଏହି ମାନହାନି ମାମଲା ପରେ…

ଏଲୋପାଥି ଔଷଧ ଓ ଆଧୁନିକ ଚିକିତ୍ସାକୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ରାମଦେବ, ଏବେ ମାଗିଲେ କ୍ଷମା

କେନ୍ୟୁଜ୍(ବ୍ୟୁରୋ): ବିବାଦୀୟ ବୟାନ ଦେଇ ଫସିଲେ ରାମଦେବ । ଏବେ ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ । ଏଲୋପାଥି ଔଷଧ ଓ ଆଧୁନିକ ଚିକିତ୍ସା ପଦ୍ଧତିକୁ ବିରୋଧ କରି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରଛନ୍ତି। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିବା ପରେ ମନ୍ତବ୍ୟ ପ୍ରତ୍ୟାହାର…

CMO କହିଲେ, ପତଞ୍ଜଳି ଯୋଗପୀଠରେ ୮୩ ଲୋକ ପଜିଟିଭ, ବାବା ରାମଦେବଙ୍କ ପ୍ରବକ୍ତା କଲେ ଖଣ୍ଡନ

ପୂରା ଦେଶରେ କରୋନାର ପ୍ରକୋପ ବଢ଼ିଚାଲିଛି। ଉତ୍ତରାଖଣ୍ଡରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରୁ ବଡ଼ ଖବର ସାମ୍ନାକୁ ଆସିଛି। ସିଏମ୍‌ଓ ଡା. ଏସ୍‌କେ ଝା କହିଛନ୍ତି କି, ପତଞ୍ଜଳି ଯୋଗପୀଠର ଅଲଗା ଅଲଗା ୩ ସଂସ୍ଥାରେ ୮୩ କରୋନା…

ଇଣ୍ଡିଆନ ଆଇଡଲ ୧୨ ସେଟରେ ଜୟ ଭାନୁଶାଲୀଙ୍କ ଉପରକୁ ବାବା ରାମଦେବ କାହିଁକି ଉଠାଇଲେ LPG ସିଲିଣ୍ଡର, ଜାଣନ୍ତୁ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଉପରେ କରୋନାର ଗମ୍ଭୀର ପ୍ରଭାବ ପଡିଛି। କରୋନାର ଦ୍ୱିତୀୟ ଲହରୀରେ ବିଭିନ୍ନ ସେଟରେ ନୂଆ ନୂଆ କରୋନା ମାମଲା ଏବେ ସାମ୍ନାକୁ ଆସିଲାଣି। ଏଥିପାଇଁ ଇଣ୍ଡିଆନ ଆଇଡଲ୧୨(Indian Idol-12) ସେଟରେ ମେକର୍ସ ମାନେ ବାକି ଥିବା ସବୁ ଏପିସୋଡର ସୁଟିଂ ସମାପ୍ତ କରିସାରିଛନ୍ତି ।…

ବାବା ରାମଦେବ ଲଞ୍ଚ କଲେ କରୋନା ଔଷଧ ‘କରୋନିଲ୍’, WHO ପକ୍ଷରୁ ମିଳିଛି ଅନୁମତି

ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ବିରୋଧରେ ଲଢେଇ କରିବାକୁ ଆଉ ଏକ ଔଷଧ ଲଞ୍ଚ କରିଛନ୍ତି। ନୂଆ ଔଷଧ ଲଞ୍ଚ ସମୟରେ କେନ୍ଦ୍ରୀ ସ୍ବାସ୍ଥ୍ଯମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ନୂଆ ଔଷଧର ନାମ କରୋନିଲ ରହିଛି। ଏଥିସହ ବାବା…

୧୦ ସେକେଣ୍ଡରେ ୧୮ ଥର ଦଉଡ଼ି ଡିଆଁ ଖେଳିଲେ ବାବା ରାମଦେବ, କହିଲେ-ପିଲାବେଳୁ ଯୋଗ କର; ଦେଖନ୍ତୁ ଭିଡିଓ

ଯୋଗଗୁରୁ ବାବା ରାମଦେବ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ବାବା ରାମଦେବ ପ୍ରାୟତଃ ସୋସିଆଲ ମିଡିଆରେ ଯୋଗ ଓ ବ୍ୟାୟାମ ସହ ଜଡ଼ିତ ଭିଡିଓ ସେୟାର କରିଥାନ୍ତି। ରାମଦେବ ଲୋକଙ୍କୁ ସୁସ୍ଥ ରହିବା ପାଇଁ ଯୋଗ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ ରାମଦେବ ନିଜ…

ଯୋଗ କରୁ କରୁ ହାତୀ ଉପରୁ ତଳକୁ ଖସିପଡ଼ିଲେ ବାବା ରାମଦେବ, କିନ୍ତୁ ତାପରେ ବାବା…ଦେଖନ୍ତୁ ଭିଡିଓ

ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ । ନିଜର ଯୋଗ ଏବଂ ଫିଟନେସକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ ନିକଟରେ ବାବା ଏକ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ କଣ ଏହି କାରଣ ? ଏହି କାରଣ ଜାଣିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଏହି ଭିଡ଼ିଓଟିକୁ ଦେଖିବାକୁ…