ଆଫଗାନିସ୍ତାନ ଠାରୁ ହାରିବା ପରେ ନିଜର ବ୍ୟାଟ୍ ଗୁରୁବାଜଙ୍କୁ ଗିଫ୍ଟ କଲେ ବାବର ଆଜମ, ଭିଡିଓ ଭାଇରଲ
ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇଛି । ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ । ଏହି ବିଜୟ ପରେ ଆଫଗାନିସ୍ତାନର ସମସ୍ତ ଖେଳାଳି ଖୁସିରେ ନାଚି ଉଠିଛନ୍ତି । ଏହି ମ୍ୟାଚ…