Browsing Tag

Babusan and Prakurti Mishra

ଘରର ବାଲକୋନିକୁ ଆସିଲେ ‘ବାବୁସାନ’: ପ୍ରତିକ୍ରିୟାରେ କହିଲେ ‘ଠିକ ସମୟରେ ଠିକ କଥା କହିବି’

ଭୁବନେଶ୍ୱର (କେନ୍ୟୁଜ): ବାଲକୋନୀକୁ ଆସିଲେ ଅଭିନେତା ବାବୁସାନ୍‌। ଜଗନ୍ନାଥବିହାର ଘର ବାଲକୋନୀକୁ ମାଆ ଅପରାଜିତାଙ୍କ ସହ ଆସି ଫ୍ୟାନଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ତେବେ ନିଜ ଘର ବାଲକୋନିରେ ଥାଇ ସେ ଗଣମାଧ୍ୟମଙ୍କୁ ଏପରି କହିଛନ୍ତି । ଠିକ ସମୟ ଆସିଲେ ଠିକ କଥା କହିବି। ମୁଁ ପରିବାର…

ଆଜି ବାବୁସାନଙ୍କୁ ଜେରା କରିପାରେ ପୋଲିସ ! ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଆଜି ଜେରା ହେବେ ବାବୁସାନ । ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି । ୨୩ ତାରିଖ ସକାଳେ କଣ ଘଟିଥିଲା ? ପ୍ରକୃତିଙ୍କ ସହ ସେ କୁଆଡ଼େ ଯାଉଥିଲେ ? କେଉଁ ପରିସ୍ଥିତିରେ ରାସ୍ତାରେ ତୃପ୍ତିଙ୍କ ସହ ମୁହାଁମୁହିଁ ? କାହିଁକି ଆକ୍ରମଣ କଲେ…

ବାବୁସାନ ଓ ପତ୍ନୀଙ୍କ ମଧ୍ୟରେ ହେବ ବୁଝାମଣା, କହିଲେ ପ୍ରଯୋଜକ ସଞ୍ଜୟ ନାୟକ

ଭୁବନେଶ୍ୱର (କେନ୍ୟୁଜ): ଖୁବ ଶୀଘ୍ର ଆପସ ବୁଝାବଣା ପରେ ଏହି ଘଟଣାର ଅନ୍ତ ଘଟିବ ବୋଲି କହିଛନ୍ତି ଫିଲ୍ମ ପ୍ରଯୋଜକଓ ନିର୍ଦ୍ଦେଶକ ସଞ୍ଜୟ ନାୟକ। ପତ୍ନୀ ତୃପ୍ତି ଶତପଥୀ ଓ ତାଙ୍କ ସହିତ କଥା ହେଇଛନ୍ତି ବାବୁସାନ । ଏବେ ମାନସିକ ଅଵସ୍ଥା ସ୍ଥିର ରହିଛି । ତାଙ୍କ ବାପାଙ୍କ ଅସୁସ୍ଥତାକୁ ନେଇକି ସେ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ, ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କଲେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ । ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଏନେଇ ଆମକୁ ଏକ୍ସକ୍ଲୁସିଭ୍‌ ସୂଚନା ଦେଇଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ । ବାବୁସାନଙ୍କ ବିରୋଧରେ ୪୯୮-ଏ ଓ ୫୦୬ ଦଫାରେ ମାମଲା ରୁଜୁ କରିଛି…

ବାବୁସାନ ଘରେ ପହଞ୍ଚିଲା ପରେ ଅପରାଜିତାଙ୍କ ପ୍ରତିକ୍ରିୟା: କହିଲେ ଦୁଇ ଦିନ ବିଶ୍ରାମ ନେବ, ପରେ ମନ କଥା ସବୁ କହିବ

ଭୁବନେଶ୍ୱର (କେନ୍ୟୁଜ): ବାବୁସାନ ଘରକୁ ଫେରି ଆସିଛନ୍ତି । ଏବେ ସେ ଦୁଇ ଦିନ ବିଶ୍ରାମ ନେବେ । ଏହାପରେ ସବୁକଥା ବାବୁସାନ କହିବେ ବୋଲି କହିଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି । ତାଙ୍କ ଘର ଆଗରେ ଭିଡ଼ ନଜମାଇବାକୁ ଅନୁରୋଧ କରିଛନ୍ତି । ତେବେ ଆଜି ସକାଳ ପ୍ରାୟ ୮ଟାରେ ଚେନ୍ନାଇରୁ…

ପ୍ରକୃତିଙ୍କୁ ଘଣ୍ଟାଘଣ୍ଟା ଜେରା କଲା ପୋଲିସ, ପଚାରିଲା ପ୍ରଶ୍ନ ପରେ ପ୍ରଶ୍ନ

ଭୁବନେଶ୍ୱର (କେନ୍ୟୁଜ): ପ୍ରକୃତିଙ୍କ ଘରେ ପୋଲିସ୍‌ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ୍‌ ପହଞ୍ଚି ବୟାନ ରେକର୍ଡ କରିଛି । ଘଣ୍ଟାଏ ଧରି ପୋଲିସ ତାଙ୍କୁ ପଚରାଉଚରା କରିଛି । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି…

ମନ୍ମଥ ମିଶ୍ରଙ୍କ ଅଭିଯୋଗ ଅନୁସାରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ନୋଟିସ୍ କଲା ଖାରବେଳନଗର ଥାନା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ନୋଟିସ୍ । ତୃପ୍ତି ଶତପଥୀଙ୍କୁ ନୋଟିସ କଲା ଖାରବେଳନଗର ଥାନା ପୋଲିସ ।ମନ୍ମଥ ମିଶ୍ରଙ୍କ ଅଭିଯୋଗ ଅନୁସାରେ ନୋଟିସ୍ । ଧାରା 41-କ ଅନୁସାରେ ନୋଟିସ କଲା ପୋଲିସ୍ । ପୂର୍ବରୁ ତୃପ୍ତିଙ୍କୁ ପୋଲିସ ପଚରା ଉଚରା କରିଥିଲା । ଏହାସହ…

ଭାବପ୍ରବଣ ହେଲେ ମା ଅପରାଜିତା, କହିଲେ ମୋ ପୁଅ ଖୁବ୍‌ ଶୀଘ୍ର ପରିବାର ପାଖକୁ ଫେରି ଆସିବ

ଭୁବନେଶ୍ୱର (କେନ୍ୟୁଜ): ବାବୁସାନ-ତୃପ୍ତି କଳିକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା । ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଲକ୍‌ଡାଉନ୍‌ ସମୟରେ ବାବୁସାନ୍‌ ଖରାପ ସାଙ୍ଗଙ୍କ ସମ୍ପର୍କରେ ଆସି ଯାଇଛନ୍ତି। ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ…

ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା, ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜରାସ୍ତାରେ ଷ୍ଟାର କଳି ପରେ ଥାନାରେ ଏତଲା । ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ଓ ମାଆ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଏପର୍ଯ୍ୟନ୍ତ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ତୃପ୍ତିଙ୍କ ଘରକୁ ଯିବ ମହିଳା ପୋଲିସ ଟିମ୍‌ । ଫୋନରେ…