ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ, ତୃପ୍ତିଙ୍କ ସହ ଏକାଠି ଆସିଲେ ନଜର
ଭୁବନେଶ୍ୱର(କେନ୍ୟୁଜ୍): ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି । ଏକ ଘରୋଇ ହସ୍ପିଟାଲ ଯାଇ ବାବୁସାନଙ୍କୁ ଭେଟିଛନ୍ତି ପତ୍ନୀ ତୃପ୍ତି ଶତପଥୀ । କିଛିଦିନ ହେଲା ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାବୁସାନ୍ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ପତ୍ନୀ ତୃପ୍ତି…