ପୁଅ ସହ ଭିଡିଓ କଲରେ କଥା ହେଲେ ବାବୁସାନ, ମନଇଚ୍ଛା କଲେ ଗେଲ
ଭୁବନେଶ୍ୱର(କେନ୍ୟୁଜ୍): ପୁଅ ସହ ଭିଡିଓ କଲରେ କଥା ହେଲେ ବାବୁସାନ । ମନଇଚ୍ଛା ଗେଲ କଲେ । ପୁଅ ସହ ଖେଳିଲେ ବାବୁସାନ । ପତ୍ନୀ ତୃପ୍ତିଙ୍କୁ ଭିଡିଓ କଲ୍ କରିଥିଲେ । ଏହାପରେ ପୁଅ ସହ କଥା ହେଉଥିବା ଭିଡିଓ ଏବେ ଭାଇରାଲ୍ ହୋଇଛି । ବିବାଦ ପରେ ପ୍ରଥମ ଥର ପୁଅ ଗୋଆନ୍ ସହ ବାବୁସାନ କଥା…