Browsing Tag

babushaan prakruti

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି, ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟରେ ମାମଲା କଲେ ଦାଏର

କଟକ (କେନ୍ୟୁଜ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କମିଶନରେଟ ପୋଲିସ ନିକଟରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ପିଟିସନ ମାଧ୍ୟମରେ ସେ…

ଆଜି ବାବୁସାନଙ୍କ ଜନ୍ମଦିନ, ପରିବାର ସହ କରିବେ ସେଲିବ୍ରେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବାବୁସାନଙ୍କ ଜନ୍ମଦିନ । ପରିବାର ସହ ବର୍ଥ ଡେ ସେଲିବ୍ରେଟ୍‌ କରିବେ ବାବୁସାନ । ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବେ । ଗତକାଲି ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ପ୍ରତିକ୍ରିୟା ରଖିଥିଲେ ବାବୁସାନ ମହାନ୍ତି । ସେ କହିଥିଲେ, ସ୍ତ୍ରୀ ଓ ପୁଅ ନ ଆସିଲେ ତାଙ୍କ…

ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଅଡିଓ! ପରସ୍ପରକୁ କହୁଛନ୍ତି ଲଭ ୟୁ

ଭୁବନେଶ୍ୱର(କେନ୍ୟୁଜ୍): ସାମ୍ନାକୁ ଆସିଲା ବାବୁସାନ-ପ୍ରକୃତିଙ୍କ ଅଡିଓ । ଅଡିଓରେ ରହିଛି ବାବୁସାନ-ପ୍ରକୃତିଙ୍କ କଥାବାର୍ତ୍ତା । ଅଡ଼ିଓରେ ପ୍ରକୃତିଙ୍କୁ ବାବୁସାନ କ୍ଷମା ମାଗୁଛନ୍ତି । ଲଭ ୟୁ ବୋଲି କହୁଛନ୍ତି ବାବୁସାନ ଓ ପ୍ରକୃତି । ବାବୁସାନ-ପ୍ରକୃତିଙ୍କ ପ୍ରେମାଳାପର ଅଡିଓ ଭାଇରାଲ ।…