Browsing Tag

babushan issue

ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ୍‌, କାରଣ ଜାଣନ୍ତୁ

ଭୁବନେଶ୍ବର(କେନ୍ୟୁଜ୍): କ୍ଷମା ମାଗିଲେ ବାବୁସାନ୍‌ । ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ୍‌ । ଭିଡିଓ ଜାରି କରି କ୍ଷମା ମାଗିଲେ ଅଭିନେତା ବାବୁସାନ୍‌ ।୩୭ ସେକେଣ୍ଡର ଭିଡିଓ ଜାରି କରି କହିଲେ ଯେ କିଛି ଦିନ ତଳେ ହୋଇଥିବା ଘଟଣାରେ ମୁଁ ସମସ୍ତ ଓଡିଶାବାସୀଙ୍କୁ ଭୁଲ ମାଗୁଛି…

ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ କିନ୍ତୁ ଆସିଲେନି ପତ୍ନୀ ତୃପ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ ମହାନ୍ତି । ଆସିଲେନି ପତ୍ନୀ ତୃପ୍ତି । ହେଲେ ତୃପ୍ତିଙ୍କ ବାପା ଲଳିତ ଶତପଥି ବାବୁସାନଙ୍କ ଘରକୁ ଯାଇଛନ୍ତି । ପତ୍ନୀଙ୍କ ସମ୍ପର୍କରେ ବାବୁ କହିଛନ୍ତି, ମୁଁ ତାଙ୍କ ସହ ସର୍ବଦା ରହିଛି । ତେଣୁ ମୁଁ ମିସ୍‌…

ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ: କହିଲେ ପତ୍ନୀ ତୃପ୍ତିଙ୍କ ସହ ପାଳିବି ଜନ୍ମଦିନ

କେନ୍ୟୁଜ୍(ବ୍ୟୁରୋ): ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ ମହାନ୍ତି । କହିଲେ, ଆସନ୍ତାକାଲି ମୋ ଜନ୍ମଦିନ । ମୋ ପରିବାର ସାଥିରେ ବାର୍ଥ ଡେ ସେଲିବ୍ରେଟ୍‌ କରିବି । ମୋ ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବି ବୋଲି କହିଛନ୍ତି ବାବୁସାନ୍‌ । କାଲି ପତ୍ନୀ ଓ ପୁଅଙ୍କ…

ପ୍ରକୃତି ମିଶ୍ର ବ୍ଲାକମେଲ୍‌ କରି ନାହାନ୍ତି: ବାବୁସାନ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରକୃତିଙ୍କ ପରେ ସୋସିଆଲ୍‌ ମିଡିଆରେ ପୁଣି ଭିଡିଓ ସେୟାର କଲେ ବାବୁସାନ । ପ୍ରକୃତି ମିଶ୍ରଙ୍କ ନାଁରେ ମା’ ଓ ସ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାବୁସାନ କହିଛନ୍ତି, ସେ ତାଙ୍କୁ ବ୍ଲାକମେଲ୍‌ କରି ନାହାନ୍ତି । ତାଙ୍କୁ ଟଙ୍କା ପଇସା ଦେଇ ନାହାନ୍ତି ।…

ଏବେ କେଉଁଠି ରହୁଛନ୍ତି ବାବୁସାନ-ପ୍ରକୃତି ? କେବେ ଫେରିବେ ଓଡ଼ିଶା ?, ସନ୍ଦେହରେ ପରିବାର ଲୋକ

କେନ୍ୟୁଜ୍(ବ୍ୟୁରୋ): ଫେରିଆସ ବାବୁସାନ । ସ୍ତ୍ରୀ ଓ ପୁଅ ପାଖକୁ ଫେରିଆସ । ପୁଅ ବାବୁସାନଙ୍କୁ ମାଆ ଅପରାଜିତାଙ୍କ ଏହି ଅପିଲ୍‌ । ବାବୁସାନଙ୍କୁ ନେଇ ବିବାଦ ଓ ପାରିବାରିକ ଅଶାନ୍ତି କଥା ପଦାକୁ ଆସିବା ପରେ ଆଜି ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ମିଡିଆ ଆଗରେ ବଖାଣିଛନ୍ତି ଗତ ଦେଢ଼…

ଥାନାରେ ତୃପ୍ତିଙ୍କ ଏତଲା: ପ୍ରକୃତି ମିଶ୍ର ବିଭିନ୍ନ ଆଳ ଦେଖାଇ ବ୍ଲାକମେଲ୍‌ କରୁଥିଲେ

ଭୁବନେଶ୍ବର(କେନ୍ୟୁଜ୍):  ଖାରବେଳନଗର ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଦେଇଥିବା ଏତଲାରେ ବୈବାହିକ ଜୀବନରେ ଅଶାନ୍ତି ପାଇଁ ପ୍ରକୃତି ମିଶ୍ରଙ୍କ ଦାୟୀ କରିଛନ୍ତି । ସେ ଲେଖିଛନ୍ତି, ଯେବେଠାରୁ ପ୍ରକୃତି ମିଶ୍ର ସେମାନଙ୍କ ବୈବାହିକ ଜୀବନରେ ପଶିଲେ ସେବେଠାରୁ ଅଶାନ୍ତି ଆରମ୍ଭ ହୋଇଛି…

ଖାରବେଳନଗର ଥାନାରେ ଏତଲା ଦେଲେ ପ୍ରକୃତି ମିଶ୍ରଙ୍କ ବାପା: ଦାୟର କଲେ ମାନହାନି କେସ୍

କେନ୍ୟୁଜ୍(ବ୍ୟୁରୋ): ଥାନାକୁ ଗଲା ଷ୍ଟାର ମାମଲା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପାମା' ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଝିଅର ମାନହାନୀ ହୋଇଥିବା କହିଛନ୍ତି । ବାବୁସାନଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେଇଥିବା କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ।…