Browsing Tag

babushan

ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ୍‌, କାରଣ ଜାଣନ୍ତୁ

ଭୁବନେଶ୍ବର(କେନ୍ୟୁଜ୍): କ୍ଷମା ମାଗିଲେ ବାବୁସାନ୍‌ । ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ୍‌ । ଭିଡିଓ ଜାରି କରି କ୍ଷମା ମାଗିଲେ ଅଭିନେତା ବାବୁସାନ୍‌ ।୩୭ ସେକେଣ୍ଡର ଭିଡିଓ ଜାରି କରି କହିଲେ ଯେ କିଛି ଦିନ ତଳେ ହୋଇଥିବା ଘଟଣାରେ ମୁଁ ସମସ୍ତ ଓଡିଶାବାସୀଙ୍କୁ ଭୁଲ ମାଗୁଛି…

ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲା: ପୂର୍ଣ୍ଣଛେଦ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ । କମିଶନରେଟ ପୋଲିସ ବାବୁସାନଙ୍କୁ ସିଆରପିସିର ଧାରା ୪୧(କ) ଅନୁଯାୟୀ ନୋଟିସ ଜାରି କରିଛି । ସେଥିରେ ଦସ୍ତଖତ କରିଛନ୍ତି ବାବୁସାନ । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ବାବୁସାନଙ୍କ ଓକିଲ…

୪୦ ମିନିଟ ଧରି ବାବୁସାନଙ୍କୁ ଖାରାବେଳନଗର ପୋଲିସର ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍):  ବାବୁସାନଙ୍କୁ ଖାରାବେଳନଗର ପୋଲିସର ପଚରାଉଚରା । ଚେନ୍ନାଇରୁ ଫେରିବାର ୪ ଦିନ ପରେ ଥାନାରେ ହାଜର ହୋଇଥିଲେ ବାବୁସାନ । ଆଜି ତାଙ୍କ ଜନ୍ମଦିନରେ ପାରିବାରିକ ବିବାଦ ନେଇ ବୟାନ ରେକର୍ଡ କରିଛି ପୋଲିସ । ପାଖାପାଖି ୪୦ ମିନିଟ ଧରି ତାଙ୍କୁ ପଚରଉଚରା କରିଥିଲେ…

ଗଣମାଧ୍ୟମକୁ ବାବୁସାନଙ୍କ ପ୍ରତିକ୍ରିୟା: ପୋଲିସ ଡକାଇଲେ ଥାନାକୁ ଯିବି

ଭୁବନେଶ୍ବର(କେନ୍ୟୁଜ୍): ମୋ ପୁଅ ମୋ ପାଖକୁ ଆସିବ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ବାବୁସାନ ମହାନ୍ତି । ଚେନ୍ନାଇରୁ ଭୁବନେଶ୍ୱର ଫେରି ବାପା ମାଆଙ୍କ ସହ ଜଗନ୍ନାଥ ବିହାର ଘରେ ରହୁଛନ୍ତି ବାବୁସାନ । ପୋଲିସ ଡକାଇଲେ ଥାନାକୁ ଯିବି କହିଲେ ବାବୁସାନ । ପଚରାଉଚରା ପରେ ଗଣମାଧ୍ୟମକୁ…

ପ୍ରଯୋଜନା ସଂସ୍ଥାର ସମସ୍ତ କର୍ମଚାରୀ ଫେରିଲେ ଭୁବନେଶ୍ୱର, ହେଲେ ବାବୁସାନ କେଉଁଠି ଅଛନ୍ତି? ଏବେବି ସସପେନ୍ସ

ଭୁବନେଶ୍ୱର(କେନ୍ୟୁଜ୍): ବାବୁସାନଙ୍କ ପତ୍ତା ମିଳୁନି । ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇନାହାନ୍ତି । ଏପରିକି ବାବୁସାନଙ୍କୁ ଯେଉଁ ହୋଟେଲରେ ରଖାଯାଇଥିବଲା ସେଠାରୁ ସେ ଚେକ୍‌ ଆଉଟ୍‌ କରିସାରିଛନ୍ତି । ବାବୁସାନ କେଉଁଠି ଅଛନ୍ତି, ଏବେବି ସସପେନ୍ସ । ରବିବାର…

ଚେନ୍ନାଇରେ ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା, ଲେଖିଲେ ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି…

ଭୁବନେଶ୍ୱର(କେନ୍ୟୁଜ୍): ଚେନ୍ନାଇରେ ପ୍ରକୃତି ମିଶ୍ର । ଚେନ୍ନାଇରେ ପ୍ରକୃତିଙ୍କ ସହ ବାପା ମନ୍ମଥ ଓ କୃଷ୍ଣପ୍ରିୟା ମିଶ୍ର । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଦେଖାଦେଇଥିବା ଝଡ଼ ଥମିବାର ନା ଧରୁନି । ଗୋଟିଏ ପରେ ଗୋଟିଏ ଭିଡ଼ିଓ ଜାରି କରି ଦୁଇ ପରିବାରର ସଦସ୍ୟ ପରସ୍ପରକୁ ଦୋଷାରୋପ…

ସାମ୍ନାକୁ ଆସିଲେ ପ୍ରକୃତି ମିଶ୍ର: ଇନଷ୍ଟାଗ୍ରାମରେ ଭିଡିଓ ସେୟାର୍‌ କରି କହିଲେ ବାବୁସାନଙ୍କ ଘର ତାଙ୍କ ଘର ପୂର୍ବରୁ…

କେନ୍ୟୁଜ୍(ବ୍ୟୁରୋ): ଷ୍ଟାର ବିବାଦରେ ନୂଆ ଟ୍ଵିଷ୍ଟ । ଓଲିଉଡ ହିରୋ ବାବୁସାନଙ୍କ ଘରୋଇ କଳି ପରେ ଆଜି ସାମନାକୁ ଆସିଲେ ପ୍ରକୃତି ମିଶ୍ର । ଇନଷ୍ଟାଗ୍ରାମରେ ଭିଡିଓ ସେୟାର୍‌ କରିଛନ୍ତି ପ୍ରକୃତି । କହିଛନ୍ତି, କେହି କାହାର ଘର ଭାଙ୍ଗନ୍ତିିନି, ତାଙ୍କ ଘର ପୂର୍ବରୁ ଭାଙ୍ଗି ସାରିଛି । ‘ଯେଉଁ…

ଓଲିଉଡ୍‌ ନାୟକଙ୍କୁ ପଡ଼ିଛି କି ଶନିଦଶା ? ସବୁ ଖବରକୁ ପଛରେ ପକାଇ ଦେଲା ବାବୁଶାନ୍‌ ମାମଲା

ଭୁବନେଶ୍ୱର (କେନ୍ୟୁଜ୍‌) : ଅଜି ଶନିବାରରେ ଯେମିତି ଶନିଦଶା ପଡ଼ିଗଲା ବାବୁଶାନ୍‌ ଓ ପ୍ରକୃତି ମିଶ୍ରଙ୍କୁ । ସୂର୍ଯ୍ୟୋଦୟ ହୋଇଛି ନାହିଁ ଭାଇରାଲ ଭିଡିଓ ବୁଲିଲାଣି ରାଜ୍ୟ ସାରା । ଚର୍ଚ୍ଚା ହେଲା କି ବାବୁଶାନ୍‌ ଓ ପ୍ରକୃତି ଗୋଟିଏ କାର୍‌ରେ ଥିବା ବେଳେ ବାବୁଶାନ୍‌ଙ୍କ ପତ୍ନୀ ସେମାନଙ୍କୁ…

ହିରୋ ବାବୁଶାନ୍‌ଙ୍କ ଭାଇରାଲ ଭିଡିଓ ଏବେ ବୁଲୁଛି ମୋବାଇଲ୍‌ରୁ ମୋବାଇଲ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ସାରା ରାଜ୍ୟକୁ ଚମକାଇ ଦେଇଛି ଏକ ଭାଇରାଲ ଭିଡିଓ । ଯେଉଁଥିରେ ଓଲିଉଡ୍‌ ଷ୍ଟାର ବାବୁଶାନ୍‌ ଅଛନ୍ତି । ଆଉ ତାଙ୍କ ସହ ଅଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେମାନେ ଏକ କାର୍‌ ଭିତରେ ଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କୁ ଗାଡ଼ିରୁ ଟାଣି ଆଣି ଖୁବ୍‌ ଝଗଡ଼ା…