Browsing Tag

baby

ଛୁଆକୁ ବିକିଦେଲେ ବାପା ମାଆ, ଏବେ ପୁଅକୁ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି

ବାପା ମା ପିଲାଙ୍କ ଖୁସି ପାଇଁ ସାରା ଦୁନିଆ ସହ ଲଢ଼ିବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏମିତି କିଛି ବାପା ମା ଥାଆନ୍ତି ଯେଉଁମାନେ ପଇସା ଆଗରେ ସବୁ କିଛି ଭୁଲି ଯାଆନ୍ତି । ପଇସା ଲୋଭରେ ନିଜ ଜନ୍ମ କଲା ଛୁଆକୁ ବିକିବାକୁ ବି ପଛାନ୍ତିନି କିଛି ବାପା ମାଆ । ଆମେ ଏମିତି କହିବାର କାରଣ ହଉଛି…

ପିଲାଙ୍କୁ କ୍ଷୀରରେ ଚିନି ମିଶାଇ ଦେଉଛନ୍ତି କି ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

କ୍ଷୀର ଶିଶୁ ଏବଂ ବୟସ୍କମାନଙ୍କ ପାଇଁ ପୁଷ୍ଟିକର ଭଣ୍ଡାର ଭାବରେ ବିବେଚନା କରାଯାଏ । କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍ ଏବଂ ଭିଟାମିନ୍ D ଭଲ ପରିମାଣରେ ମିଳିଥାଏ । ଆପଣମାନେ ତ ଜାଣିଥିବେ ମା କ୍ଷୀର ପିଲାମାନଙ୍କର ପ୍ରଥମ ଖାଦ୍ୟ ହୋଇଥାଏ । ତେବେ ଧୀରେ ଧୀରେ ପିଲାଟି ବଡ଼ ହେବା ସହ ତାକୁ ଗାଈ…

୧୦୦ ଛୁଆର ବାପା ହେଉଛନ୍ତି ୩୯ ବର୍ଷିୟ ଯୁବକ, ସାରା ବିଶ୍ୱରେ ଚାଲିଛି ଚର୍ଚ୍ଚା

୩୯ ବୟସର ଯୁବକ ହେଉଛନ୍ତି ୧୦୦ ଛୁଆର ବାପା । ଏ କଥା ଶୁଣିବାକୁ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏ କଥା ସମ୍ପୂର୍ଣ୍ଣ ସତ । ଯୁବକ ଜଣଙ୍କ ଗୋଟିଏ କି ଦୁଇଟି ନୁହେଁ ୧୦୦ଟି ଛୁଆର ବାପା ହୋଇଛନ୍ତି । ବୟସ ମାତ୍ର ୩୯ କିନ୍ତୁ ଏଭଳି କାରନାମା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ମା’ କୋଳରୁ ଛୁଆକୁ କୂଅରେ ପକାଇଦେଲା ଦୁର୍ବୃତ୍ତ !

ନରସିଂହପୁର : ମା' କୋଳରୁ ଛୁଆକୁ ନେଇ କୂଅରେ ପକାଇଦେଲା ଦୁର୍ବୃତ୍ତ ! ଏମିତି ଅଭିଯୋଗ ହୋଇଛି କଟକ ନରସିଂହପୁର ଥାନା  ଅଂଚଳରେ | ଜଣେ ୬ ମାସର ଶିଶୁ ପୁତ୍ରର ମୃତଦେହ କୂଅରୁ ଉଦ୍ଧାର ହେବ ପରେ ଏପରି ଆଲୋଚନା ଜୋର ଧରିଛି | ଏହି ଅଘଟଣ ଦେଖିବାକୁ ମିଳିଛି  କଟକ ଜିଲ୍ଲା ନରସିଂହପୁର ଥାନା …

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି । ଜଳେଶ୍ବର ଅଞ୍ଚଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ୍ । ଶିଶୁ ଚୋରି କରିଥିବା ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉଦ୍ଧାର ପରେ ଶିଶୁକୁ ବାଲେଶ୍ବର…

ପିଲାଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛି Nestle, ଭାରତରେ ବିକ୍ରି କରୁଥିବା cerelac ରେ ମିଶାଉଛି ଚିନି

ମ୍ୟାଗି ପ୍ରସ୍ତୁତ କରୁଥିବା କମ୍ପାନୀ ନେସଲେ(Nestle) ଅଧିକ ବ୍ୟବହୃତ ହେଉଥିବା ବେବି ଫୁଡ ସେରେଲାକରେ ଚିନି ମିଶ୍ରଣ କରୁଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି କମ୍ପାନୀ ୟୁରୋପୀୟ ଦେଶରେ କ୍ୱାଲିଟି ପ୍ରଡକ୍ଟ ବିକ୍ରି କୁଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶରେ ନିମ୍ନମାନର ଉତ୍ପାଦ ବିକ୍ରି…

କାହିଁକି ଆଖି ମଳନ୍ତି ଶିଶୁ, ବୈଜ୍ଞାନିକ ଦେଲେ ଆଶ୍ଚର୍ଯ୍ୟ ଉତ୍ତର

ଛୋଟ ପିଲା ମାନେ ଆଖି ମଳୁଥିବାର ଆପଣମାନେ ଅନେକ ଥର ଦେଖିଥିବେ । ଯେତେବେଳେ ଶିଶୁମାନେ ଆଖି ମଳିବା ଆରମ୍ଭ କରନ୍ତି ଆପଣ ବୁଝି ପାରନ୍ତି ଯେ ଶିଶୁର ଶୋଇବା ସମୟ ହୋଇଗଲାଣି । ଶିଶୁକୁ ଥକ୍କା ଲାଗିଲାଣି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପିଲାଙ୍କୁ ନିଦ ଆସିବା କ୍ଷଣି ସେମାନେ କାହିଁକି ଆଖିକୁ…

୪ ଇଞ୍ଚ ଲମ୍ବା ଲାଞ୍ଜ ସହ ଜନ୍ମ ହେଲା ଶିଶୁ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଶତାବ୍ଦୀ ପୂର୍ବରୁ, ମଣିଷମାନଙ୍କର ମଧ୍ୟ ମାଙ୍କଡ ପରି ଲାଞ୍ଜ ଥିଲା । କିନ୍ତୁ ନିକଟରେ ଚାଇନାରେ ୪ ଇଞ୍ଚ ଲମ୍ବା ଲାଞ୍ଜ ସହ ଗୋଟିଏ ଶିଶୁ ଜନ୍ମ ହୋଇଥିଲା । ଯାହା ଦେଖି ପିତାମାତା, ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ବିରଳ ଘଟଣା ଏବଂ ଏହା ଏକ ବିଶେଷ…

ଖୁବ୍‌ ଶୀଘ୍ର ମା’ହେବେ ଦୀପିକା ପାଦୁକୋନ, ଇନଷ୍ଟାଗ୍ରାମରେ ସେୟାର କଲେ ଖବର 

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଏଥର ଦୀପିକା ଫ୍ୟାନ୍ସଙ୍କୁ ଏକ ବଡ ଖୁସି ଖବର ଦେଇଛନ୍ତି । ନିକଟରେ ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରି କହିଛନ୍ତି, ଯେ ସେ ଗର୍ଭବତୀ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେ ମା’ ହେବେ…

ଶୀତଦିନେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏକ ଚାମଚ ଜାଇଫଳ ଗୁଣ୍ଡ, ଥଣ୍ଡା, କାଶ ଏବଂ ଅନ୍ୟ ସମସ୍ୟା ହେବ ଦୂର

ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ଗୋଟା ମସଲା ବ୍ୟବହାର କରାଯାଏ । ସେହି ସବୁ ଗୋଟା ମସଲା ମଧ୍ୟରୁ ଜାଇଫଳ ଏକ ଅତ୍ୟନ୍ତ ଲାଭଦାୟକ ମସଲା । ଯାହ ପନିପରିବାର ସ୍ୱାଦ ଏବଂ ସୁଗନ୍ଧ ବଢାଇବା ବ୍ୟତୀତ ଅନେକ ଔଷଧରେ ଜାଇଫଳ ବ୍ୟବହାର କରାଯାଏ । ତେବେ ଏହା ଘରୋଇ ଉପଚାର ମଧ୍ୟରୁ ଏକ ଅନ୍ୟତମ ଉପାୟ, ଯାହା…

ରାତିରେ ମା ପାଖରେ ଶୋଇଥିଲା ୧୦ ମାସର ଶିଶୁ, ସକାଳୁ ମା କୋଳରେ ନଥିଲା ତା ସନ୍ତାନ

କିଏ କୋଉଠି ଅଛ ଦୌଡ଼ିଆସ…ଦୌଡ଼ିଆସ …ସକାଳୁ ସକାଳୁ ରାସ୍ତାକଡ଼ରୁ ଶୁଭିଥିଲା ଏପରି ଶଦ୍ଦ । ଜଣେ ମାର କାନ୍ଦ ଚିତ୍କାରରେ ଫାଟି ପଡ଼ିଥିଲା ପୂରା ଅଞ୍ଚଳ । ଆଉ ଯିଏ ଯେଉଁଠି ଯାହା କାମ କରୁଥିଲେ ସବୁ ଛାଡ଼ି ସଙ୍ଗେ ସଙ୍ଗେ ଏହି ମହିଳାଙ୍କ ପାଖକୁ ଧାଇଁ ଆସିଥିଲେ । କାରଣ ଏହି ମହିଳା ଜଣକ ତାର ସନ୍ତାନକୁ…

ଶୀତ ଦିନେ ପିଲାଙ୍କୁ ଡାଏପର ର‍୍ୟାସେସ୍‌ରୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବଡ଼ ଲୋକଙ୍କ ଅପେକ୍ଷା ପିଲାମାନଙ୍କ ସ୍କିନ୍‌ ସେନ୍‌ସେଟିଭ୍‌ ହୋଇଥାଏ । ସାମାନ୍ୟ ଅସାବଧାନତା ହେତୁ ପିଲାଟି ସ୍କିନ୍‌ରେ ର‍୍ୟାସେସ୍‌ ହେବା ଆରମ୍ଭ ହୋଇଯାଏ । ବିଶେଷକରି ଡାଏପର ପିନ୍ଧିଥିବା ପିଲାମାନଙ୍କର ଡାଏପର ର‍୍ୟାସେସ୍‌ ଅଧିକ ହୋଇଥାଏ । ତେବେ ଶୀତଦିନେ ଏହି ସମସ୍ୟା ଆହୁରି ବଢିଯାଇଥାଏ ।…