ଟ୍ରେଞ୍ଚରେ ପଡ଼ିଥିବା ହାତୀଛୁଆ ସୁରକ୍ଷିତ ଭାବେ ଉଦ୍ଧାର, ସାହାଯ୍ୟ ପାଇଁ ଜଗି ରହିଥିଲେ ହାତୀପଲ
ଅନୁଗୁଳ : ଟ୍ରେଞ୍ଚରେ ପଡ଼ିଥିବା ହାତୀଛୁଆ ସୁରକ୍ଷିତ ଭାବେ ଉଦ୍ଧାର। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀପଲ ମଧ୍ୟରୁ ଏକ ହାତୀଛୁଆ ଟ୍ରେଞ୍ଚରେ ପଡିଯାଇଥିଲା । ବନବିଭାଗ ପକ୍ଷରୁ ହାତୀଛୁଆକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଟ୍ରେଞ୍ଚ ଭିତରେ ଖସି ପଡ଼ିଥିଲା ହାତୀ ଛୁଆ । ସାହାଯ୍ୟ ପାଇଁ ଟ୍ରେଞ୍ଚ…