Browsing Tag

baby elephant death

ଛୁଆ ହାତୀ ମୃତ୍ୟୁ ଘଟଣା: ୪ ଜଣଙ୍କୁ ଗିରଫ କଲା ବୁଗୁଡ଼ା ବନବିଭାଗ

ଭଞ୍ଜନଗର (କେନ୍ୟୁଜ): ଛୁଆ ହାତୀ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନବିଭାଗ । ଗତ ୧୩ ତାରିଖ ସକାଳୁ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗାଁ ନିକଟ ଏକ ଧାନକ୍ଷେତରୁ ମୃତ ଦେହକୁ ଠାବ କରିଥିଲେ ସ୍ଥାନୀୟ ଲୋକେ । ପରେ ବନବିଭାଗ…

ବାଙ୍ଗିରିପୋଷି ରେଞ୍ଜର ନାଫ୍ରି ଜଙ୍ଗଲରୁ ମିଳିଲା ହାତୀ ଛୁଆର ମୃତଦେହ, ମୃତ୍ୟୁର କାରଣ ସ୍ପଷ୍ଟ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜର ନାଫ୍ରି ଜଙ୍ଗଲରେ ମୃତ ହାତୀ ଶାବକ ଠାବ। ମୃତ ହାତୀ ଶାବକର ଵୟସ ପାଖାପାଖି ପ୍ରାୟ ୩ ମାସ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲ ଭିତରେ ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।…