Browsing Tag

baby girl

ମେଡିକାଲ ଜଗତରେ ଆଉ ଏକ ସଫଳତା, ଦୁଇ ମାସ ଶିଶୁର ଟ୍ରାନ୍ସପ୍ଲାଣ୍ଟ ହେଲା ବୋନ୍‌ ମ୍ୟାରୋ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଔଷଧ କ୍ଷେତ୍ରରେ ଏକ ଚମତ୍କାର ଘଟଣା ଘଟିଛି । ବବଲ ବେବି ସିଣ୍ଡ୍ରୋମରେ ପୀଡିତ ଦୁଇ ମାସର ଝିଅ ଉପରେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତେବେ ଏହି ଟ୍ରାନ୍ସପ୍ଲାଣ୍ଟ ପରେ ସେହି ଝିଅଟି ଦେଶର ସବୁଠାରୁ କମ୍‌ ବୟସର ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି…

ମା ହେଲେ ଦିଶା ପରମାର, ଘରକୁ ଆସିଲା ନହ୍ନୀ ପରୀ

ସିଙ୍ଗର୍‌ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାରଙ୍କ ଘରେ ଏବେ ଖୁସିର ମାହୋଲ । ଅଭିନେତ୍ରୀ ଦିଶା ବୁଧବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ସହ ଖୁସି ଖବର ସେୟାର କରିଛନ୍ତି । ଗୋଟେ ପଟେ ଗଣପତି ବାପ୍ପାଙ୍କ ଆଗମନକୁ…

ଝିଅ ଜନ୍ମ ହେବାରୁ ସୈତାନ ବାପାର ଜଘନ୍ୟ କାଣ୍ଡ, ଏକୋଇଶିଆ ଆଗରୁ ଶିଶୁକନ୍ୟାକୁ ଦେଲା ବିଷ

ବାଲେଶ୍ୱର (କେନ୍ୟୁଜ): ନୀଳଗିରି ଥାନା ସିଙ୍ଗୀରି ଗ୍ରାମରେ ଅଭାବନୀୟ ଘଟଣା। ଝିଅ ଜନ୍ମ ହେଲା ବୋଲି ବିଷ ଦେଇ ମାରିବାକୁ ବାପର ଉଦ୍ୟମ। ସିରିଞ୍ଜରେ ବିଷ ପୁରାଇ ୨୦ ଦିନର ଝିଅକୁ ଦେଇଥିଲା।ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟାକୁ ବାଲେଶ୍‌ର ମୁଖ୍ଯ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ…