Browsing Tag

baby shower

ବିବାହର ୧୦ ବର୍ଷ ପରେ ମା ହେବେ ସମ୍ଭାବନା ସେଠ୍, ବେବି ସାୱାରର ଫଟୋ କଲେ ସେୟାର

ଟିଭି ଆକ୍ଟ୍ରେସ୍ ସମ୍ଭାବନା ସେଠଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।  ବିବାହର ୧୦ ବର୍ଷ ପରେ ମା ହେବାକୁ ଯାଉଛନ୍ତି ସମ୍ଭାବନା ସେଠ୍ । ନିକଟରେ ଦମ୍ପତ୍ତି ବେବି ସାୱାରର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଯେଉଁଥିରେ ଏହି ଖୁସି ପାଇଁ ତାଙ୍କ…

ପ୍ରେମ ଓ ସ୍ନେହର ନିଆରା ଦୃଶ୍ୟ, ଗର୍ଭବତୀ ଗାଈର ମିଷ୍ଟାନ୍ନ ସାଦ ଖିଆ ଉତ୍ସବ ପାଳନ

ସୋର: ଗର୍ଭବତୀ ଗାଈକୁ ମିଷ୍ଟାନ୍ନ । ଗୋଟିଏ ପଶୁର ମିଷ୍ଟାନ୍ନ ସାଦ ଖିଆ ଉତ୍ସବ ପାଳନ କରାଯାଉଛି । ସୋର ଅର୍ଜୁନପୁର ଗ୍ରାମର ଏହି ଘଟଣା କେବଳ ଗୋଟିଏ ଉତ୍ସବ ନୁହେଁ, ପ୍ରକୃତି ପ୍ରେମର ଏକ ସୁନ୍ଦର ଉଦାହରଣ । ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ ଅଧୀନ ଅର୍ଜୁନପୁର ଗାଁରେ ନିଆରା ଘଟଣା ଦେଖିବାକୁ…

ବିବାହର ୧୦ ବର୍ଷ ପରେ ମା’ ହେବେ ଦିବ୍ୟାଙ୍କା, ବେବି ଶାୱର ସେରିମନିରେ ନାଚିଲେ ଦମ୍ପତି

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନାୟିକା ଦିବ୍ୟାଙ୍କା ତ୍ରିପାଠୀଙ୍କ ଘରକୁ ଖୁବଶୀଘ୍ର କୁନି ଅତିଥି ଆସିବେ । ବିବାହର ୧୦ ବର୍ଷ ପରେ ଦିବ୍ୟାଙ୍କା ମା’ ହେବେ । ଆଉ ଏଥିପାଇଁ ଦିବ୍ୟାଙ୍କାଙ୍କ ଖୁସି କହିଲେ ନ ସରେ । ଦିବ୍ୟାଙ୍କା ଏବଂ ବିବେକ ଆସିବାକୁ ଥିବା କୁନି ଅତିଥିକୁ ନେଇ ବେଶ୍ ଉତ୍ସାହିତ…

ବିବାହର ୧୦ ବର୍ଷ ପରେ ମା’ ହେବେ ଦିବ୍ୟାଙ୍କା ତ୍ରିପାଠୀ, ସେୟାର କଲେ ବେବି ସାୱାରର ଫଟୋ

ବିବାହର ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ମା’ ହେବେ ଦିବ୍ୟାଙ୍କା ତ୍ରିପାଠୀ ।  ନିକଟରେ ସେ ତାଙ୍କର ବେବି ବମ୍ଫକୁ ଧରି ବେବି ସାୱାର ପାଳନ କରୁଥିବାର ଏକ ଫଟୋ ସେୟାର କରିଛନ୍ତି । ଯାହା ସମସ୍ତଙ୍କ ହୃଦୟ ଜିତିଛି । ଯାହା ଏବେ ସୋସିଆଲ ମିଡିଆରେ ଜୋର ଧରିଛି । ଅଭିନେତ୍ରୀ ଦିବ୍ୟାଙ୍କା…

ସୋନମ କପୁରଙ୍କ ବେବି ସାୱାର, ରୟାଲ୍ ଲୁକରେ ଆସିଥିଲେ ଏହି ସବୁ ସେଲିବ୍ରିଟି

ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର ତାଙ୍କର ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି । ନିକଟରେ ସେ ଏକ ବେବି ସାୱାର କରିଥିଲେ, ଯେଉଁଥିରେ ତାଙ୍କ ପରିବାର ଏବଂ ଅନେକ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିଲେ। ସମସ୍ତ ସେଲିବ୍ରିଟି ବହୁତ ସୁନ୍ଦର ଦେଖାଯାଉଥିଲେ। ହେବାକୁ ଥିବା ମା' ସୋନମ୍ କପୁର ମଧ୍ୟ…

ଖୁବ୍‌ ଶୀଘ୍ର ସନ୍ତାନ ଜନ୍ମ ଦେବେ ୟୁବିକା ଚୌଧୁରୀ, ବେବି ସାଓ୍ଵାର ପାର୍ଟିରୁ ଫଟୋ ସେୟାର କଲେ ପ୍ରିନ୍ସ

ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ଖୁବ୍‌ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏପରି ଭାବେ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଦୁହେଁ ଦୁଇରୁ ତିନି ହେବାକୁ…

ବେବି ସାୱାର ପାର୍ଟି ଦେଲେ ବରୁଣ ଧୱନ ଓ ନତାଶା ଦଲାଲ, ଭାଇରାଲ ହେଉଛି ଟେଡି ବିୟର କେକ୍

ବଲିଉଡର ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲ ହେଉଛନ୍ତି ବଲିଉଡର ସବୁଠାରୁ ପ୍ରିୟ କପଲ । ଆଜିକାଲି ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ଘରେ ଖୁସିର ବାତାବରଣ ରହିଛି । କାରଣ ଖୁବ ଶୀଘ୍ର ଏହି କପଲ ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ବିବାହ ହେବାର ତିନି ବର୍ଷ ବିତିଗଲାଣି ଏବଂ…

ନିଆର ଢଙ୍ଗରେ ସାଦଖିଆ : ରକ୍ତଦାନ ଶିବିର ଓ ବୃକ୍ଷ ରୋପଣର ଆୟୋଜନ କଲେ ଦମ୍ପତି

ଜଳେଶ୍ୱର (କେନ୍ୟୁଜ୍):  ସାଦ ଖିଆ ଦିନ ରକ୍ତଦାନ ଶିବିର । କଥାଟା ଟିକେ ଅଲଗା ଲାଗୁଥିଲେ ବି ସତ ।  ଗୋଟେ ପଟେ ଚାଲିଛି ରକ୍ତଦାନ ଶିବିର ଆଉ ତାସାଙ୍ଗରେ ଆରପଟେ ଚାଲିଛି ବୃକ୍ଷ ରୋପଣ । ନାଚ ଗୀତ, ଭୋଜି ଭାତର ଆୟୋଜନ ନଥିଲା ଆଜ୍ଞା । ଏଠାରେ ଚାଲିଥିଲା ସମାଜର ହିତସାଧନା ପାଇଁ କାର୍ଯ୍ୟ ।…