ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କଣ୍ଟାବାଞ୍ଝି : ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବାରୁ  ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ । ଅଟକ ସ୍ବାମୀ ହେଲେ ସନ୍ୟାସି ମଲ୍ଲିକ । ମୃତ ମହିଳାଙ୍କ ନା କୁନି ମଲ୍ଲିକ ବୋଲି ଜଣାପଡିଛି । ବିଭିନ୍ନ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଆଜିର ରାଶିଫଳ: ଏହି ରାଶି ଲୋକଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ଶୁଭ କାର୍ଯ୍ୟକ୍ରମରେ ଯୋଗଦେବେ

ମେଷ: ଘରେ ଆପଣ ପାରିବାରିକ ସମସ୍ୟା ଶୁଣିବାରେ କିଛି ସମୟ ଅତିବାହିତ କରିବେ । କିଛି ଶୁଭ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ଆଜି ସାଙ୍ଗମାନଙ୍କଠାରୁ ଯଥେଷ୍ଟ ସମର୍ଥନ ପାଇବେ । ବୃଷ: ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ । ମିଥୁନ: ଆଜି କାର୍ଯ୍ୟ ଭାର ହେତୁ ଆପଣ ଚିନ୍ତିତ ରହିବେ । ନିଜ…
Read More...

କ୍ରୀଡା