ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ
ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ । ଏହି ବ୍ୟାକ୍ଟେରିଆ ମଣିଷ ଶରୀରରେ ପ୍ରବେଶ କରି ଟିସୁ ଉପରେ ଆକ୍ରମଣ କରେ ଏବଂ ଟିସୁକୁ ନଷ୍ଟ କରିଦିଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଆକ୍ରାନ୍ତ ହେବାର ୪୮ ଘଣ୍ଟା…