ଏହି ରୋଗୀ ଖାଉଛନ୍ତି କି ଅଣ୍ଡାର କେଶର? ଭୋଗିପାରନ୍ତି ବଡ଼ ସମସ୍ୟା
ଆମେ ସମସ୍ତେ ଅଣ୍ଡାକୁ ଭଲ ପାଆନ୍ତି । ନାସ୍ତାରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ, କିନ୍ତୁ ଅଣ୍ଡାର ଦୁଇଟି ଭାଗ ମଧ୍ୟରୁ ହଳଦିଆ ଅଂଶ ବା କେଶର ସମସ୍ତଙ୍କ ପାଇଁ ସମାନ ଭାବେ ଲାଭଦାୟକ ନୁହେଁ । ଅଣ୍ଡା କେଶରରେ…