Odisha News
Browsing Tag

Bad Weather

ଝାରସୁଗୁଡା ବିମାନ ବନ୍ଦରରୁ ଆଜି ଉଡାଣ ରଦ୍ଦ, ଖରାପ ପାଣିପାଗ ସାଜିଛି ବାଧକ

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରରୁ ଉଡୁଥିବା ସମସ୍ତ ବିମାନ ଆଜି ପାଇଁ ରଦ୍ଦ କରା ଯାଇଛି । ବର୍ଷା ଓ ପାଣିପାଗ ଖରାପ ଯୋଗୁଁ ଆଜି ସମସ୍ତ ବିମାନକୁ ବାତିଲ କରା ଯାଇଛି ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ସୂଚନା ମୁତାବକ…

ଏଥର ପୁଣି ଦେଶରେ ଦେଖା ଦେବକି ମରୁଡି ସ୍ଥିତି ? ପ୍ରାକ୍ ମୌସୁମୀ ବର୍ଷା ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ

ମୌସୁମୀ ପହଞ୍ଚିବାରେ ବିଳମ୍ବ ହେଉଛି । ଦେଶରେ ପ୍ରାକ ମୌସୁମୀ ବର୍ଷା ବହୁ ପରିମାଣରେ କମିଛି । ଏବେ ଦେଶରେ ଶୁଖିଲା ପାଗ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଦେଶରେ ଗତ ୬୫ ବର୍ଷରେ ଦ୍ୱିତୀୟ ସର୍ବନିମ୍ନ ପ୍ରାକ ମୌସୁମୀ ବର୍ଷା ହୋଇଛି । ଶୁଖି ଯାଇଛି ଜଳ ଭଣ୍ଡାର । ସେପେଟ ମୌସୁମୀ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ, ବଜ୍ରପାତରେ ୨ ମୃତ ଏବଂ ଟେଲିଯୋଗାଯୋଗ ବାଧାପ୍ରାପ୍ତ

ଯାଜପୁର ଟାଉନ/ବାଲେଶ୍ବର (କେନ୍ୟୁଜ୍): ଯାଜପୁର ରେ କାଳବୈଶାଖୀ ତାଣ୍ଡବର ଲୀଳା l ଆଜି ଅପରାହ୍ନ ରେ ଘୁର୍ଣ୍ଣିଝଡ଼ ଓ କାଳ ବୈଶାଖୀ ଫଳରେ ବ୍ୟାପକ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି। ପ୍ରବଳ ପବନ ସହିତ ଧୂଳିଝଡ ଓ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରାରେ ବ୍ୟାହାତ ହୋଇଛି । ଏଥିସହ ପ୍ରବଳ ପବନ…

ଲଗାଣ ବର୍ଷା ଜାରି, ଆହୁରି ବର୍ଷିବ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଅଧିକାଂଶ ସ୍ଥାନରେ ବର୍ଷା ହେଉଛି । ବର୍ଷା ଓ ଘଡ଼ଘଡ଼ି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା…

ପ୍ରାକୃତିକ ବିପର୍ୟ୍ୟୟକୁ ଲଢ଼ିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି !

ଭୁବନେଶ୍ବର : ରାଜ୍ୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ପରିଚାଳନା କାର୍ୟ୍ୟ ଯୋଜନା ପ୍ରସ୍ତୁତ ହୋଇସାରିଛି । ସେହିପରି ବିପର୍ୟ୍ୟୟ ମୁକାବିଲା ପାଇଁ ୩୧୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ବଜ୍ରପାତ ନିରୋଧକ ଲଗାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର…

ନେପାଳରେ ଫସିଲେ ଭାରତୀୟ ମାନସରୋବର ତୀର୍ଥଯାତ୍ରୀ : ଉଦ୍ଧାର କାର୍ୟ୍ୟ ଜାରି

ନେପାଳ : ଫସିଛନ୍ତି ୧୫୦୦ ଭାରତୀୟ ମାନସରୋବର ଯାତ୍ରୀ । ଖରାପ ପାଣିପାଗ ଯୋଗୁଁ ତିବ୍ଦତର ନେପାଲଗଞ୍ଜ ଏବଂ ସିମିକୋଟରେ ଅଂଚଳରେ ଏହି ଭାରତୀୟ ତିର୍ଥଯାତ୍ରୀ ଫସିଥିବାର ସୂଚନା ମିଳିଛି । ତେବେ ଯାତ୍ରୀମାନଙ୍କ ସେଠାରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଏହା ସହ ଚିକିତ୍ସା ସହ ଖାଇବା ସୁବିଧା…