ଶେଷ ହେଲା କାର୍ତ୍ତିକ ମାସର ମହାପର୍ବ ବଡ ଓଷା, ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ଗଜ ଭୋଗ ଓ ତରଣ
ଆଠଗଡ଼ : ବାବା ଧବଳେଶ୍ଵରଙ୍କ ଗଜ ଭୋଗ ବିତରଣ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ । ଗତକାଲି ମଧ୍ୟରାତ୍ରୀରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁଦର୍ଶର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ଗଜଭୋଗ ଲାଗି ହୋଇଛି । ସଂସାରର…