କଂଗ୍ରେସ ଛାଡି ବିଜେପିରେ ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ
ନୂଆଦିଲ୍ଲୀ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ସାବିତ୍ରୀ ଜିନ୍ଦଲ । ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ଆଜି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଭାରତର ସବୁଠାରୁ ଧନୀ ମହିଳା ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପୁଅ ନବୀନ ଜିନ୍ଦଲ କିଛିଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ କୁରୁକ୍ଷେତ୍ର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଆଜି…
Read More...