ବଡମ୍ବା ଗଡ଼ର ୪୦୦ ବର୍ଷର ପରମ୍ପରା ଚନ୍ଦନ ମହୋତ୍ସବ, ମହୋତ୍ସବରେ ହେଉଛି ପ୍ରବଳ ଭକ୍ତଙ୍କ ସମାଗମ
କେନ୍ୟୁଜ୍(ବ୍ୟୁରୋ) : ଘଣ୍ଟ ଓ ଶଙ୍ଖନାଦରେ ମୁଖରିତ ହୋଇ ଉଠୁଛି ମନ୍ଦିର ପରିସର । ସୁସଜ୍ଜିତ ବିମାନରେ ବିଜେ କରିଛନ୍ତି ମଦନ ମହନ । ତାଳକୁ ତାଳ ମିଶାଇ ଘଣ୍ଟ ବଜାଉଛନ୍ତି ଘଣ୍ଟୁଆ । ଏହାସହ ବାଡ଼ିଖେଳ ସାଙ୍ଗକୁ ସମରକଳା ଦେଖିବାକୁ ମିଳିଛି । ଘୋଡ଼ାନାଚ, ଯୋଡ଼ିଶଙ୍ଖ ଓ ମହିଳାଙ୍କ ସଂକୀର୍ତ୍ତନର…