ଲକ୍ଷ୍ୟ ସେନ୍ ପ୍ରି-କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ, ବିଶ୍ୱ ୪ର୍ଥ ନମ୍ବର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ହରାଇଲେ
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ଆଜି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ସେ ମାତ୍ ଦେଇଛନ୍ତି । ଲକ୍ଷ୍ୟଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ ।
ପ୍ୟାରିସ୍ରେ ଚମତ୍କାର ପ୍ରଦର୍ଶନ…