ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ୨ ଭଉଣୀ ମୃତ
ଗୋପ(କେନ୍ୟୁଜ୍) : ଗାଁ ପୋଖରୀ ରେ ଗାଧୋଇବା ବେଳେ ୨ ନାବଳିକା ମୃତ। ପୁରୀଜିଲ୍ଲା ଗୋପ ଥାନା ଅଧିନସ୍ଥ ଡଭାର ପଞ୍ଚାୟତର ଡଭାର ଗାଁର ୨ ନାବାଳିକା ଗାଁ ପୋଖରୀରେ ଗାଧୋଇବା ସମୟରେ କୌଣସି କାରଣରୁ ପାଣିର ଗଭିରତା ମଧ୍ୟକୁ ଖସି ଯାଇଥିଲେ । ଅନେକ ସମୟ ଧରି ପାଣି ବୁଡ଼ି ଭାସିବା ବେଳେ ଗାଁ ଲୋକ ଦେଖି ଗୋପ ଥାନା କୁ ସୂଚନା ଦେଇଥିଲେ।
ସୁଚନା ମୁତାବିକ୍, ଡଭାର ଗାଁରେ ଥିବା ବଡ଼ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭଉଣି।…
Read More...