Browsing Tag

bageshwar dham

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦେଲେ ଯୁବକ, ଦାବି କଲେ ୧୦ ଲକ୍ଷ ଟଙ୍କା; ଅଭିଯୁକ୍ତ ଗିରଫ

ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଇ-ମେଲ୍‌ ଜରିଆରେ ମିଳିଛି ହତ୍ୟା ଧମକ। ଏବେ ଏହି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମଧ୍ୟପ୍ରଦେଶର ଛତରପୁର ପୋଲିସ ଇଣ୍ଟରପୋଲ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ…