ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା, ସେବନ କଲେ ମହାପ୍ରସାଦ
ପୁରୀ : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର କ୍ରୀଷ୍ନା ଶାସ୍ତ୍ରୀ । କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ବ୍ୟାରିକେଡରେ ଅପେକ୍ଷା କରିଥିବା ଭକ୍ତଙ୍କୁ ଅଭିବାଦନ ଜଣାଇଥିଲେ ବାବା…