Browsing Tag

bahuda yatra

ଆଜି ବାହୁଡ଼ା ଯାତ୍ରା : ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଶ୍ରୀଜୀଉ

ପୁରୀ (କେନ୍ୟୁଜ): ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ବାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି । ରାତିରୁ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ…

ଆସନ୍ତାକାଲି ବାହୁଡ଼ା ଯାତ୍ରା: ଆଜି ସନ୍ଧ୍ୟା ୫ଟା ଯାଏଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ): ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା । ଆସନ୍ତାକାଲି ବାହୁଡ଼ା ଯାତ୍ରା । ପୁଣି ଥରେ ଶ୍ରୀମନ୍ଦିର ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ରହିଛି । ବାହୁଡ଼ା ପାଇଁ ସନ୍ଧ୍ୟା ୫ଟାରୁ…

ଗୁଜରାଟର ଅଡାଲଜ ମନ୍ଦିରରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ

ଗୁଜରାଟ: ଗୁଜରାଟର ଅଡାଲଜ ମନ୍ଦିରରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ । ଏ ଉପଲକ୍ଷେ ଗୁଣ୍ଡିଚା ମନ୍ଦିର ରୂପ ନେଇଥିବା ମୁଖ୍ୟ ମନ୍ଦିରର ତଳତାଲା ସ୍ଥିତ କମ୍ୟୁନିଟି ହଲରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପରେ ସଂଧ୍ୟା ୬ଟାରେ…