ଜାମିନ ପରେ ମଧ୍ୟ ଘରକୁ ଯାଇପାରିନାହାଁନ୍ତି ଏଲଭିଶ ଯାଦବ ! ଜାଣନ୍ତୁ ପୂରା ମାମଲା
ପ୍ରସିଦ୍ଧ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ଶୁକ୍ରବାର ଦିନ ତାଙ୍କ…