Browsing Tag

bail

ବୌଦ୍ଧ ଉପଜିଲ୍ଲାପାଳ ଶରତ ବାଗଙ୍କୁ ସର୍ତ୍ତମୂଳକ ଜାମିନ୍‌, ତାଙ୍କ ନାଁରେ ପତ୍ନୀ ଆଣିଥିଲେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ବୌଦ୍ଧ ଉପଜିଲ୍ଲାପାଳ ଶରତ ବାଗଙ୍କୁ ଜାମିନ୍‌ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ସହ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏହି ସର୍ତ୍ତ ଗୁଡିକ ହେଲା, ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କୁ ପୂର୍ଣ୍ଣ ସହାୟତା କରିବେ, ଆଗକୁ ଏଭଳି ଆଚରଣ କରିବେ…

କୃଷି ଉଦ୍ୟାନ ବିଭାଗର ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ, ସର୍ତ୍ତମୂଳକ ବେଲ୍‌ ଦେଲେ…

କେନ୍ୟୁଜ୍(ବ୍ୟୁରୋ):  କୃଷି ଉଦ୍ୟାନ ବିଭାଗର ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ତାଙ୍କୁ ସର୍ତ୍ତମୂଳକ ବେଲ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ । କଣ ରହିବ ସର୍ତ୍ତ ନିମ୍ନ ଅଦାଲତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା…

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ବେଲ୍‌, ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ବେଲ୍‌। ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ସର୍ତ୍ତ ରହିଛି, ଦେଢ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ହୋଇଛି। ସର୍ତ୍ତ ରହିଛି, ପାସ୍‌ପୋର୍ଟ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ନିକଟରେ…

INX ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଝଟ୍‌କା, ମିଳିଲାନି ବେଲ୍‌

INX ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଝଟ୍‌କା। ମିଳିଲାନି ବେଲ୍‌। ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ଗତ ୮ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ଚିଦାମ୍ବରମଙ୍କ ଜାମିନକୁ ବିରୋଧ କରିଥିଲା…

ବେଲ୍ ମିଳିଲା ଜଣକୁ କିନ୍ତୁ ଜେଲରୁ ବାହାରିଲା ଆଉ ଜଣେ

କୋର୍ଟ ବେଲ୍ ଦେଲେ ଜଣକୁ ହେଲେ ଜେଲରୁ ବାହାରିଲେ ଆଉ ଜଣେ । ଆଜ୍ଞା ହଁ , ଏଭଳି ଏକ ଘଟଣା ଘଟିଛି ବିହାରର ସିୱାନରେ । ପ୍ରକୃତରେ ଡକାୟତି ମାମଲାରେ ଗିରଫ ହେଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ସମାନ ଥିଲା । ତେବେ ଯେଉଁ ଅଭିଯୁକ୍ତକୁ କୋର୍ଟ ବେଲ୍ ଦେଇଥିଲେ ତା ସ୍ଥାନରେ କ୍ଲର୍କର ଭୁଲ୍ ଯୋଗୁଁ…

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

କଟକ : ଆଜି ଜେଲରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିବେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର…

ସାରଥୀଙ୍କୁ ମିଳିଲା ଜାମିନ୍‌, ୩ଟି ମାମଲାରେ ଜେଲରେ ଥିଲେ ସନ୍ତୋଷ ରାଉଳ

କଟକ : ସାରଥୀଙ୍କୁ ମିଳିଲା ଜାମିନ୍‌। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଜୀବନର ଶେଷ ସମୟ ମା’ କୋଳରେ ଶୋଇବାକୁ ଚାହୁଁଥିଲେ ଏହି କ୍ୟାନ୍ସର ପୀଡିତ ଅପରାଧୀ, କିନ୍ତୁ ସୁପ୍ରିମକୋର୍ଟ ଦେଲେ ଏଭଳି…

ନୂଆଦିଲ୍ଲୀ : କ୍ୟାନ୍ସର ଏକ ଏଭଳି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ଚାଲିଆସେ । ଏଥିରୁ ନିସ୍ତାର ମିଳିବା ଏତେ ସହଜ  ନୁହେଁ। କିନ୍ତୁ ଏହା ଯେବେ ଶେଷ ସ୍ତରରେ ପହଞ୍ଚିଯାଏ ସେତେବେଳେ ପୀଡିତ ବ୍ୟକ୍ତି କେବଳ ଶେଷ ସମୟରେ ଟିକେ ଶାନ୍ତିରେ ଆଖି ବୁଜିବାକୁ ଚାହେଁ । ଥରେ ଭାବିଲେ ଯଦି…

ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ: ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଜାମିନ। ହାଇକୋର୍ଟରୁ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଜାମିନ ମଞ୍ଜୁର କରାଯାଇଛି। ୫ଲକ୍ଷ ଟଙ୍କା ଲେଖାଏଁ ୨ଜଣ ଜାମିନଦାର ଲାଗି ସର୍ତ୍ତ ଥିଲା। ପୂର୍ବରୁ ୨ମାସ ଲାଗି ତାଙ୍କୁ ଅନ୍ତରୀଣ…