Browsing Tag

Baitarani

Baitarani Floods: ବୈତରଣୀରେ ତୃତୀୟ ବନ୍ୟା, ପୁଣି ବଢ଼ିଲା ନଦୀକୂଳିଆଙ୍କ ଚିନ୍ତା

ଯାଜପୁର ଟାଉନ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ତୃତୀୟବନ୍ୟା। ଆଖୁଆପଦା, ବଲ୍ଲଭିଘାଟ ଓ ଦଶରଥପୁରରେ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦାରେ ବିପଦ ସଂକେତ ୧୮ ଦଶମିକ ୩୩ ମିଟର ଥିବା ବେଳେ ବର୍ତ୍ତମାନ ସତର୍କ ସୂଚନା ଉପରେ ୧୮.୦୩ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।…

Water Level: ବୈତରଣୀ-ସାଳନ୍ଦୀରେ କମୁଛି ପାଣି, ଘାଇ ଯୋଗୁଁ ଏବେବି ଜଳବନ୍ଦୀ ୮ ଗାଁ

ଭଦ୍ରକ: ବିପଦ ସଙ୍କେତ ତଳେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରି ବିପଦ ସଙ୍କେତ ଆଡକୁ ଯାଉଥିଲା। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ଥିବାବେଳେ ଏବେ ୧୮.୩ରେ ପ୍ରବାହିତ ହେଉଛି। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ କମିଛି। ରାଜ…

Floods: ପୁଣି ଡରାଇଲାଣି ବୈତରଣୀ ଓ ନାଳିଆ ନଦୀ, ଚାଷ ଜମି ଜଳମଗ୍ନ ସହ ଗାଁରେ ପଶିଲା ବନ୍ୟା ପାଣି

ଯାଜପୁର / ଭଦ୍ରକ : ପୁଣି ଡରାଇଲାଣି ବୈତରଣୀ ବନ୍ୟା । ଘାଇ ମରାମତି ହୋଇଥିବା ସ୍ଥାନରେ ଏବେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାପାଣି ଗାଁ ଭିତରକୁ ମାଡ଼ି ଆସୁଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର । ଗତ ଜୁଲାଇ ୨୯ରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ…

ବୈତରଣୀରେ  ନାହିଁ ବନ୍ୟା ଆଶଙ୍କା,  ଜଳସ୍ତର ବିପଦ ସଙ୍କେତ ତଳେ

ଭୁବନେଶ୍ୱର : ବୈତରଣୀରେ  ନାହିଁ ବନ୍ୟା ଆଶଙ୍କା । ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଆଖୁଆପଦାରେ ସ୍ଥିତି ସୁଧୁରୁଛି। ରାଜ୍ୟରେ ବନ୍ୟା ଆଶଙ୍କା ନଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ । ୫ଟି ପଞ୍ଚାୟତରେ ପାଣି ପଶିଛି, କେଉଁଠି ଘାଇ ହୋଇନି ।…

ପୁଣି ଫୁଲୁଛି ଜଳସ୍ତର ; ବିପଦ ସଙ୍କେତ ଉପରେ ବହୁଛି ବୈତରଣୀ

ଭୁବନେଶ୍ୱର : ପୁଣି ସତର୍କ ସଙ୍କେତ ଉପରେ ବୈତରଣୀ ।  ପ୍ରବଳ ବର୍ଷା ଯୋଗୁ ପୁଣି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି ।  ଆଖୁଆପଦାଠାରେ ୧୮.୧୨ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଏଠାରେ ବିପଦ ସଙ୍କେତ ରହିଛି ୧୮.୩୩ ମିଟର । ଗତକାଲିଠୁ ଭଦ୍ରକରେ ଲଗାଣ ବର୍ଷା ଲାଗି ରହିଛି । ରାସ୍ତାରେ…

କମୁଛି ସୁବର୍ଣ୍ଣରେଖା- ଜଳକା ଓ ବୈତରଣୀ ନଦୀର ଜଳସ୍ତର; ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର କୌଣସି ସ୍ଥାନରେ ବିଶେଷ ବର୍ଷା ନାହିଁ । ତେଣୁ ବିପଦ ସଙ୍କେତ ତଳେ ରହିଛି ସବୁ ନଦୀର ଜଳସ୍ତର । ଏବେ ହୀରାକୁଦ…

ଫୁଲୁଛି ବୈତରଣୀ ନଦୀ, ତଳିଆ ଅଞ୍ଚଳ ଗୁଡିକ ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି

ଭଦ୍ରକ : ଫୁଲୁଛି ବୈତରଣୀ ନଦୀ ।  ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀ ବିପଦ ସଙ୍କେତ ଆଡକୁ ଗତି କରୁଛି ।  ସତର୍କ ସୂଚନା ୧୭. ୮୩ ମିଟର ଉପରେ ନଦୀ ଜଳ ପ୍ରବାହିତ ହେଉଛି ।  ଏହି ନଦୀର ବିପଦ ସଙ୍କେତ ୧୮. ୩୩ ମିଟର ଥିଲା ବେଳେ ଏବେ ବୈତରଣୀ…

ବୈତରଣୀ ମୁହାଣରେ ବୁଡ଼ିଗଲା ଡଙ୍ଗା, ୧୦ ମତ୍ସ୍ୟଜୀବୀ ଉଦ୍ଧାର

ଭଦ୍ରକ : ବୈତରଣୀ ମୁହାଣରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା  । ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାଯାଇଛି । ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ…