Browsing Tag

baitarani bridge

ବୈତରଣୀ ସେତୁକୁ ନେଇ ଭୟ ଓ ଆଶଙ୍କାରେ ଆନନ୍ଦପୁରବାସୀ, ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଦାବି

ଆନନ୍ଦପୁର: ବୈତରଣୀ ସେତୁ କୁ ନେଇ ଭୟ ଓ ଆଶଙ୍କା । କେତେବେଳେ ବାଡ଼ା ଭାଙ୍ଗି ଗଳି ପଡୁଛି ତ କେତେବେଳେ ବେରିଂ ଖସି ସେତୁ ଗୋଟିଏ ପାର୍ଶ୍ୱ କୁ ଢଳି ପଡୁଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ପ୍ରମୁଖ ସହର। ସହର ଟିକୁ ଦୁଇ ଭାଗରେ ବିଭକ୍ତ କରୁଛି ବୈତରଣୀ ନଦୀ। ଗୋଟିଏ ପାର୍ଶ୍ୱରେ କୋର୍ଟ…