Browsing Tag

baitarani river

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବଙ୍କୁ କଲେ ପୂଜାର୍ଚ୍ଚନା

କେନ୍ଦୁଝର: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ବୈତରଣୀରେ ନଦୀରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଡ଼ ପକାଇବା ପରେ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ…

ଦୁର୍ବୃତ୍ତଙ୍କ ନଜର ଖରସ୍ରୋତା, ବ୍ରାହ୍ମଣୀ ଓ କାଣି ନଦୀ ଉପରେ, ମାଛ ଲୋଭରେ ପାଣିରେ ଭରୁଛନ୍ତି ବିଷ

ଆଳି : ଦୁର୍ବୃତ୍ତଙ୍କ ନଜର ଏବେ କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା, ବ୍ରାହ୍ମଣୀ ଓ କାଣି ନଦୀ ଉପରେ। ବିଳମ୍ବିତ ରାତିରେ ନଦୀରେ କୀଟନାଶକ ପକାଇ ଧରୁଛନ୍ତି ମାଛ । ଦିନକୁ ଦିନ ନଦୀଜଳ ବିଷାକ୍ତ ହେବାରେ ଲାଗିଛି। ଫଳରେ ନଦୀ ପାଣିକୁ ବ୍ୟବହାର କରୁଥିବା ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ…

ବୈତରଣୀ ନଦୀବନ୍ଧରୁ ଧସୁଛି ମାଟି ଅତଡ଼ା, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଲୋକେ

ଭଦ୍ରକ(କେନ୍ୟୁଜ୍‌): ଧସୁଛି ନଦୀ ବନ୍ଧ । ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହି ପଞ୍ଚାୟତ କୁହ୍ଲିବିନ୍ଧା ଗାଁ ପାଖ ଦେଇ ବୋହିଯାଇଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧରୁ ବଡ଼ ବଡ଼ ମାଟି ଅତଡା ଧସିବାରେ ଲାଗିଛି । ଫଳରେ ଭୟଭୀତ ହୋଇପଡିଛନ୍ତି…

ବିପଦ ସଙ୍କେତ ଉପରେ ବୈତରଣୀ : ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର

(କେନ୍ୟୁଜ): ଲଗାଣ ବର୍ଷାରେ ବୈତରଣୀ ନଦୀରେ ଆସିଛି ଚଳିତ ବର୍ଷର ପ୍ରଥମ ବନ୍ୟା। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସ୍ଥିତି ଉପରେ ନଜର ରଖିବାକୁ…

ବୈତରଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା : ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

ଆନନ୍ଦପୁର (କେନ୍ୟୁଜ): ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ଆନନ୍ଦପୁର ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ ନଦୀକୁ ଗାଧୋଇ ଯାଇଥିବା ସମୟରେ ଅଚାନକ…

ପୁରାଣ ପ୍ରସିଦ୍ଧ ବାରୁଣୀ ବୁଡ଼

ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼ । ଦୀର୍ଘ ତିନିବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି ବୈତରଣୀ ଘାଟରେ ବୁଡ଼ ପକାଇବା ପରମ୍ପରା। କରୋନା ପାଇଁ ଏହା ବନ୍ଦ ଥିଲା। କିନ୍ତୁ ଏଥର ବଡ଼ ଆଡମ୍ବର ସହକାରେ ପବିତ୍ର ପୂଣ୍ୟତୋୟା ବୈତରଣୀ କୂଳରେ ପାଳିତ ହୋଇଯାଇଛି। ଏଥିପାଇଁ ଯାଜପୁରର…

ପୁଣ୍ୟତୋୟା ବୈତରଣୀର ଉତ୍ପତ୍ତି ପଛରେ ରହିଛି ଏହି ଧାର୍ମିକ କାହାଣୀ

ଓଡ଼ିଶାର ପ୍ରାଚୀନତା ସମ୍ପର୍କରେ ଯଦି ଅନୁଧ୍ୟାନ କରିବା ତେବେ ପୁଣ୍ୟଧାମ ଶ୍ର୍ରୀକ୍ଷେତ୍ର ଠାରୁ ଯଦି କୌଣସି ପୁରାତନ ପବିତ୍ର ଧାମିର୍କ ପୀଠସ୍ଥଳ ରହିଛି ତେବେ ତାହା ହେଉଛି ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି । ପୌରାଣିକ ଦୃଷ୍ଟି କୋଣରୁ…