Browsing Tag

bal subramanyam

ଚାଲିଗଲେ ସଙ୍ଗୀତ ଜଗତର ବାଦଶାହ୍ ଏସ.ପି ବାଲ୍ ସୁବ୍ରମଣ୍ୟମ୍, ୭୪ ବର୍ଷ ବୟସରେ ଘରୋଇ ମେଡିକାଲରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ): ପର ପାରିରେ ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତକାର ଏସ.ପି ବାଲ ସୁବ୍ରମଣ୍ୟମ। ମୃତ୍ୟୁ ବେଳକୁ  ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମ୍‌ତ୍ୟୁ ହୋଇଥିବା  ସୂଚନା ମିଳିଛି।…