Browsing Tag

balangir

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତଦେହ ଛୁଇଁଲେନି ଜାତି ଭାଇ, ୧୦ ଘଣ୍ଟା ପରେ ବି ହୋଇପାରିଲାନି ସଂସ୍କାର

ପାଟଣାଗଡ଼: ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ଶବ ଛୁଇଁଲେନି ଜାତି ଭାଇ । ଶବ ସତ୍କାର କଲେ ସ୍ବେଛାସେବୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ତୁଳସୀଡୁଙ୍ଗୁରି ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବୃଦ୍ଧ ଜଣକ ହେଲେ ଉକ୍ତ…

ଟଙ୍କା ପାଇଁ ବନ୍ଧା ପଡିଛି ମୃତଦେହ, ପରିବାରର ଆକୁଳ ନିବେଦନ 

ଟିଟିଲାଗଡ଼: ଟଙ୍କା ପାଇଁ ୪ ଦିନ ହେଲା ବନ୍ଧା ପଡିଛି ମୃତଦେହ । ମୃତଦେହ ଆଣିଦେବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ । ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଟଙ୍କା ପାଇଁ ଭେଣ୍ଡିଆ ପୁଅର ମୃତଦେହ ବନ୍ଧା ପଡିଛି ସୁଦୂର ବେଙ୍ଗଲୋରରେ । ପୁଅର ମୃତ୍ୟକୁ ୪ ଦିନ ବିତିଗଲାଣି…

ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କଲେ ବଲାଙ୍ଗିର DFO ଅଜିତ ବିଶି । ଏହାସହ ବିଦ୍ୟୁତ ବିଭାଗର ଯନ୍ତ୍ରୀ ମହମ୍ମଦ ଯୁନେଦ, ଲାଇନମ୍ୟାନ୍ ଅଜିତ ତରିଆ ଓ…

ବଲାଙ୍ଗିରରେ ମୃଦୁ ଭୂକମ୍ପ ଝଟକା, ଲୋକ ଭୟଭୀତ

ବଲାଙ୍ଗିର: ଥରିଲା ବଲାଙ୍ଗିର। ବଲାଙ୍ଗିରରେ ମୃଦୁ ଭୂକମ୍ପ । ଭୋର ୪ଟା ୪୦ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ । ଭୂକମ୍ପ ଅନୁଭବ କଲେ ବଲାଙ୍ଗିରବାସୀ । ଝଟକା ପରେ ଭୟଭୀତ ଅବସ୍ଥାରେ ଲୋକ । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମଧ୍ୟ ଭୂକମ୍ପରେ ଥରିଥିଲା କୋରାପୁଟ । ଜୟପୁର, ଲମତାପୁଟ ଓ ନନ୍ଦପୁର…

ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର

କଣ୍ଟାବାଞ୍ଜି: ଭାଲୁ ଆକ୍ରମଣ, ଜଣେ ଗୁରୁତର । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରନି  ନୂଆପଡ଼ା ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଟିକେ କେତକୀ । ଟିକେ ସବୁ ଦିନ ଭଳି ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇ ସେଠାରୁ ମହୁଲ ଗୋଟାଇ ଘରକୁ ଫେରିଥାନ୍ତି । ତେବେ…

ବାଇକ ଉପରେ ମାଡ଼ିଗଲା ବସ୍, ଯୁବକ ମୃତ

ବଲାଙ୍ଗିର: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍ । ଗାଡ଼ି ଚକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ସହର ପାଟଣେଶ୍ବରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ କୌଣସି କାମରେ ବଲାଙ୍ଗିର ଆସିଥିବାବେଳେ ବସ୍ ସହ ଧକ୍କା ହୋଇଥିଲା ।…

ଆସନ୍ତା ୧୮ରୁ ୨୧ ସ୍କୁଲ, କଲେଜ ଛୁଟି; ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି

ବଲାଙ୍ଗୀରି : ରାଜ୍ୟରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଗଲାଣି । ଜନଜୀବନ ଅସ୍ତବ୍ୟସ୍ତ । ଚଳିତ ବର୍ଷ ତାପମାତ୍ରା ବୃଦ୍ଧି ପାଇବା ସହିତ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ…

ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ, ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୁରୁତର

ବଲାଙ୍ଗିର: ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ । ଉଦ୍ଧାର କରିବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ ଦେହରେ ନିଆଁ…

ବଲାଙ୍ଗିର ସହରରେ ଅଗ୍ନିକାଣ୍ଡ, ୩ଟି ଦୋକାନ ହୋଇଛି ଛାରଖାର

ବଲାଙ୍ଗିର: ବଲାଙ୍ଗିର ସହର ସାଗରପଡା ଛକରେ ଅଗ୍ନିକାଣ୍ଡ । ନିଆଁ ଲାଗି ୩ଟି ଦୋକାନ ଛାରଖାର ହୋଇଛି । ଉପ ଜିଲ୍ଲାପାଳ ଅଫିସ ନିକଟରେ ଥିବା ଗୋଟିଏ ଟାୟାର ଦୋକାନ ସହିତ ଦୁଇଟି ଛୋଟ ଦୋକାନ ଜଳି ପାଉଁଶ ହୋଇଯାଇଛି ।  ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା…

ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

ବଲାଙ୍ଗିର: ବଲାଙ୍ଗିର SDJM କୋର୍ଟରେ ହାଜର ହେଲେ ଆଇଟମ ଗାର୍ଲ ନିଶା ମହାରଣା ।  ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା ।  ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ । …

ବଲାଙ୍ଗିରରେ ପାଟଣେଶ୍ଵରୀ ମହୋତ୍ସବ, ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ବଲାଙ୍ଗିରରେ ପାଟଣେଶ୍ଵରୀ ମହୋତ୍ସବ । ପାଟଣେଶବରୀ ମନ୍ଦିର ପ୍ରତିଷ୍ଠାର ୧୫୦ ବର୍ଷ ପୂରଣ ଅବସରରେ ଏହି ମହୋସବ ପାଳନ କରାଯାଇଛି । ଅତୀତର ପାଟଣା ରାଜ୍ୟ ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟଣେଶ୍ଵରୀଙ୍କ ଯଜ୍ଞ ମଣ୍ଡପରେ ଯଜ୍ଞ କରାଯାଇଥିବା ବେଳେ କର୍ତ୍ତା ଭାବରେ ଉପମୁଖ୍ୟମନ୍ତ୍ରୀ ତଥା…

ମା’ଙ୍କ ଇଛା ପୂରଣ ପାଇଁ ପୈତୃକ ସମ୍ପତ୍ତି ଦାନ କରିଦେଲେ ପରିବାର

ବଲାଙ୍ଗିର : ମା ଥିଲେ ଜଣେ ଧର୍ମପରାୟଣ ମହିଳା । ଧର୍ମକାର୍ଯ୍ୟ ରେ ସବୁବେଳେ ମନ ଦେଉଥିଲେ । ମା’ ଙ୍କ ମୃତ୍ୟୁ ପରେ ତାଙ୍କ ନାଁରେ ଥିବା ସମ୍ପତି ମନ୍ଦିର ଓ ସ୍କୁଲକୁ ଦାନକରି ଦେଇଛନ୍ତି ଦୁଇପୁଅ ଓ ପାଞ୍ଚଝିଅ । ମା ଙ୍କ ଧାର୍ମିକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଜନହିତକର କାର୍ଯ୍ୟପାଇଁ…