Browsing Tag

balangir

ବଲାଙ୍ଗୀର ସହରରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଉଭୟ ଗୋଷ୍ଠୀର ୩ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ସହରର କନ୍ଧପାଲିପଡାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ।ଉଭୟ ଗୋଷ୍ଠୀର ତିନି ଜଣ ଗୁରୁତର ଭାବେ ଆହାତ ହୋଇ ବଲାଙ୍ଗୀର  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଓ ହାତରେ…

ରାତି ଅଧରେ ଘରେ ପଶି ୬୫ ବର୍ଷୀୟା ବୃଦ୍ଧାଙ୍କୁ କଲେ ଗଣ ଦୁଷ୍କର୍ମ

ନୃଶଂସତାର ସବୁ ସୀମା ପାର କଲେ ଯୁବକ। ୬୫ ବର୍ଷୀୟା ବୃଦ୍ଧାଙ୍କୁ କଲେ ଗଣ ଦୁଷ୍କର୍ମ। ରାତି ଅଧରେ ଘରେ ପଶି ବୃଦ୍ଧାଙ୍କୁ ମାଡି ବସିଲେ । ଆଉ ଜଣକ ପରେ ଜଣେ ଦୁଷ୍କର୍ମ କରିଚାଲିଲେ । ଯୁବକଙ୍କ ବୟସ ଖୁବ କମ, ହେଲେ ସମ୍ମାନ ଜଣାଇବା ତ ଛାଡ ମଣିଷ ପଣିଆ ବି ଭୁଲିଗଲେ । ଅତି ନୃଶଂସତାର ସହ ଗାଁର…

ପୂରଣ ହେଲା ସ୍ୱପ୍ନ, ନାଳ ଉପରେ ପୋଲ ତିଆରି କରି ଗାଁ ଲୋକଙ୍କ ହୃଦୟ ଜିତିଲେ ସରକାର

ଅନେକ ଦିନର ସ୍ୱପ୍ନ ପୂରଣ ହେଲା । ଗାଁରେ ଯିବା ଆସିବା କରିବା ପାଇଁ ଖଣ୍ଡିଏ ପୋଲ ନଥିଲା । କିନ୍ତୁ ଗାଁ ଲୋକଙ୍କ ଦୁଃଖ ଏବେ ଦୂର ହୋଇଛି । ନାଳ ଉପରେ ତିଆରି ହୋଇଛି ପୋଲ । ପୂର୍ବରୁ ଛାତିଏ ପାଣି ପାର୍‌ କରି ସହରକୁ ଯାଉଥିଲେ ଗାଁ ବାସିନ୍ଦା । କିନ୍ତୁ ପୋଲ ନିର୍ମାଣ ହେବା ପରେ ଏ କଷ୍ଟ ଦୂର…

୨ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ: ହରିଶଙ୍କରଙ୍କୁ କଲେ ଦର୍ଶନ

ବଲାଙ୍ଗିର (କେନ୍ୟୁଜ): ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ ଭିକେ ପଣ୍ଡିଆନ । ପ୍ରଥମରେ ତୁଷୁରାରେ ପହଞ୍ଚି ସମଲେଶ୍ବରୀ ମନ୍ଦିରକୁ ଯାଇ ସମଲେଶ୍ବରୀ ମାଁଙ୍କୁ ଦର୍ଶନ କରିବା ସହ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି । ଆଜି ବେଳପଡା ଓ ଟିଟିଲାଗଡ଼ ରେ ସାଧାରଣ ଜନଶୁଣାଣୀରେ ଯୋଗଦେବେ ପରେ…

ବର୍ଷାରେ ମନ୍ଦିର ଭିତରେ ପଶିଲା ପାଣି : ଅଧା ବୁଡିଗଲେ ମା’ ପାଟଣେଶ୍ୱରୀ

ବଲାଙ୍ଗିର (କେନ୍ୟୁଜ): ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ବଲାଙ୍ଗିର ଜିଲ୍ଲା । ସହରରେ ଥିବା ପାଟଣେଶ୍ୱରୀ ମନ୍ଦିରରେ ବର୍ଷା ପାଣି ପଶିଛି । ମାଆଙ୍କ ମୂର୍ତ୍ତି ବି ବୁଡିଯାଇଛି । ମନ୍ଦିର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପମ୍ପ ଯୋଗେ ମନ୍ଦିରରୁ ପାଣି ନିଷ୍କାସନ କରାଯାଉଛି । ସେହିପରି…

ଦିନ ଦ୍ୱିପହରେ ଘରେ ପଶି ନାବାଳିକାର ଗଳାକାଟି ବୀଭତ୍ସ ହତ୍ୟା, ଗତକାଲି କଲେଜରେ ନାମ ଲେଖାଇ ଥିଲେ

ବଲାଙ୍ଗିର(କେନ୍ୟୁଜ୍); ବଲାଙ୍ଗିରରେ ବର୍ବର କାଣ୍ଡ। ଦିନ ଦ୍ୱିପହରେ ନାବାଳିକାର ଗଳାକାଟି ବୀଭତ୍ସ ହତ୍ୟା। ଘରେ ପଶି ନାବାଳିକାକୁ ହତ୍ୟା କଲେ ଦୁର୍ବୃତ୍ତ। ବଲାଙ୍ଗିର ନିଖିଳନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ ଓ ତାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି।…

ପ୍ରେମିକାକୁ ପାଇବାକୁ ଦୁଇ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ, ପରେ ଘଟିଲା ହତ୍ୟାକାଣ୍ଡ

ବଲାଙ୍ଗିର(କେନ୍ୟୁଜ୍):ଗୋଟିଏ ପ୍ରେମିକାକୁ ଦୁଇ ପ୍ରେମିକ । ପ୍ରେମିକା କାହାର ? ଏଥିପାଇଁ ଦୁଇ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ । ବଲାଙ୍ଗିର ଜିଲ୍ଲା ଅଇଁଲା ଚୁଆ ଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରଥମରେ ଏହା ଏକ ଆତ୍ମହତ୍ୟା କୁହାଯାଉଥିଲେ ବି ବଲାଙ୍ଗିର…

ସତରେ କଣ ପୁଅ ବୋହୂ ଏତେ ନୃଶଂସ ହୋଇପାରନ୍ତି ? ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ କଲେ ମା‘

ବଲାଙ୍ଗିର(କେନ୍ୟୁଜ୍):  ଏକ ଯନ୍ତ୍ରଣାରେ ଜର୍ଜରିତ ମା’ର ଅଖିରୁ ଝରି ଆସିଛି ଲୁହ।  ଯିଏ କି ପୁଅ ବୋହୂଙ୍କ ଅତ୍ୟାଚାରରେ ପୂରା ଭାଙ୍ଗି ପଡିଛନ୍ତି। ଲୋକ ଲଜ୍ଜାକୁ ଡରି ଦୀର୍ଘ ୧୦ ବର୍ଷ ହେବ ସହି ଯାଉଥିଲେ। କିନ୍ତୁ ଦିନକୁ ଦିନକୁ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।…

କୀର୍ତ୍ତନ ଦଳକୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ କୀର୍ତ୍ତନିଆ ମୃତ, ୧୫ରୁ ୨୦ ଜଣ ଆହତ

ବଲାଙ୍ଗିର(କେନ୍ୟୁଜ୍):  କୀର୍ତ୍ତନ ଦଳକୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗାଡ଼ି ଓଲଟି ଜଣେ କୀର୍ତ୍ତନିଆ ମୃତ, ୧୫ରୁ ୨୦ ଜଣ ଆହତ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଭଇଁଷା ଛକ ନିକଟରେ ଦୁର୍ଘଟଣା। ରଥଯାତ୍ରାରେ କୀର୍ତ୍ତନ ପରିବେଷଣ କରିବାକୁ ରାମପୁରରୁ ମହିଳା କୀର୍ତ୍ତନ ଦଳ ବାନ୍ଧନବାଡ଼ି…

ପୁଣି ଚର୍ଚ୍ଚାରେ ବଲାଙ୍ଗିର ଦେଓଗାଁ ବ୍ଲକ, ଗୁହାଳ ଦାବିରେ ପଂଚାୟତ ସମିତି ବୈଠକରେ ଛେଳି ଧରି ପଶିଲେ ସମିତିସଭ୍ୟ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସମିତି ସଭ୍ଯଙ୍କ ଅଭିନବ ପ୍ରତିବାଦ । ଗୁହାଳ ଦାବିରେ ସମିତି ବୈଠକରେ ଛେଳି ଧରି ପ୍ରବେଶ କଲେ ହାତୀସରା ସମିତି ସଭ୍ଯ ବିଶ୍ୱଜିତ ପାତ୍ର । ତାଙ୍କ ପଂଚାୟତ ରେ ଲୋକେ ଗୁହାଳ ପାଉ ନାହାଁନ୍ତି । ଅନେକ ଥର ଦାବି କଲେ ବି କେହି ଶୁଣୁ ନ…

ଯନ୍ତ୍ରୀ ହେଲେ ହଟହଟା, ପରକୀୟା ପ୍ରୀତି ବେଳେ ଧରାପଡି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ମାଡ଼ିବସିଲେ ଗାଁଲୋକ ଓ…

ବଲାଙ୍ଗିର(କେନ୍ୟୁଜ୍): ଯନ୍ତ୍ରୀଙ୍କ ପରକୀୟା ପ୍ରୀତି। ଧରାପଡି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ମାଡ଼ିବସିଲେ ଗାଁଲୋକ ଓ ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକର ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡିଙ୍କୁ ମହଙ୍ଗା ପଡ଼ିଲା ରୋମିଓଗିରିି। ଗୋଲକ ବିହାରୀଙ୍କ ୨ ଝିଅ ମଧ୍ୟ ଅଛନ୍ତି। ହେଲେ…

ପରକୀୟାପ୍ରୀତି କରି ଫସିଗଲେ କନେଷ୍ଟବଳ, ଚାକିରିରୁ ନିଲମ୍ବିତ କଲେ ବଲାଙ୍ଗିର ଏସ୍‌ପି

ବଲାଙ୍ଗିର(କେନ୍ୟୁଜ୍): ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ ଘରୁ ଧରାପଡିଥିଲେ ।…