Browsing Tag

balasore news

କୋଭିଡ ନିୟମ ଉଲ୍ଲଙ୍ଘନ କରି ନାଚ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ, ସବୁଦେଖି ଚୁପ୍ ପ୍ରଶାସନ

ବାଲେଶ୍ୱର: ମହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଭାଙ୍ଗି ଚାଲିଲା ଡ୍ୟାନ୍ସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ହାଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । କୋଭିଡ ନିୟମ ଉଲଘଂନ କରି ନାଚ ଗୀତର ପ୍ରୋଗ୍ରାମ ଆୟୋଜନ ହୋଇଥିଲା । ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ସହିତ…

ବାଲେଶ୍ୱରର ଏଭଳି ଜଣେ ମହିଳା, ଯିଏ ନିଜ ଛାତ ଉପରେ ସୃଷ୍ଟି କରିଛନ୍ତି ଅନନ୍ୟ ସବୁଜିମା

ବାଲେଶ୍ୱର: ବାଲେଶ୍ୱରରେ ଏଭଳି ଜଣେ ମହିଳା ଅଛନ୍ତି ଯାହାଙ୍କ ପାଇଁ ଗଛ ହେଉଛି ସବୁ କିଛି । ନିଜ ଛାତ ଉପରେ ସୃଷ୍ଟି କରିଛନ୍ତି ଅନନ୍ୟ ସବୁଜିମା । ଛାତରେ ୨୦୦ ପଜାତିର ଗଛ ଲଗାଇଥିବା ବେଳେ ସେଥି ମଧ୍ୟରୁ ପ୍ରୟତଃ ୮୦ ରୁ ଅଧିକ ଔଷଧୀୟ ବୃକ୍ଷ ଏବଂ ୨୦ ରୁ ଅଧିକ ବିଦେଶୀ ଗଛ ଲଗାଇଛନ୍ତି । ତାଙ୍କ…

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା, ଭିଡିଓ ହେଉଛି ଭାଇରାଲ

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଡ଼ିଆ ଗାଁର ବିଦ୍ୟାପତି ଦାସଙ୍କର ସ୍ତ୍ରୀ ଭାରତୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ।…

ନିଷ୍ଠୁର ବାପାର ଅମାନୁଷିକ କାଣ୍ଡ, ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ଫିଙ୍ଗି ଦେଲା ନଦୀକୁ

ବାଲେଶ୍ଵର: ଜଣେ ନିଷ୍ଠୁର ବାପର ଅମାନୁଷିକ କାଣ୍ଡ । ବାଲେଶ୍ଵରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଜନ୍ମକଲା ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ନଦୀକୁ ଫିଙ୍ଗି ଦେଇଛି ବାପା । ଏହି ଘଟଣାରେ ବାପାକୁ ଅଟକ ରଖିଛି ସହଦେବ ଖୁଣ୍ଟା ଥାନା…

ବାଲେଶ୍ୱର : ଦେହ ସାରା ୧୦ ହଜାରରୁ ଅଧିକ ମହୁମାଛି ନେଇ ଘରକୁ ଫେରିଲେ ବ୍ଯକ୍ତି, ଯାହାକୁ ଦେଖିବାକୁ ଜମିଲା ଲୋକଙ୍କ ଭିଡ଼

ବାଲେଶ୍ୱର: ଏ ଫଟୋ ଦେଖି ଆପଣ ଭାବୁଥିବେ ବ୍ୟକ୍ତି ଜଣକର ବୋଧହୁଏ ଲମ୍ବା ଦାଢ଼ୀ ରହିଛି । ହେଲେ ଦାଢ଼ୀଗୁଡ଼ିକ ଚାଲୁଛନ୍ତି କାହିଁକି ? ନାଇ ଆଜ୍ଞା ଏସବୁ ଦାଢ଼ୀ ନୁହେଁ ମହୁମାଛି । ତାଙ୍କ ମୁହଁରେ ଏଭଳି ଭାବେ ସିଛନ୍ତି ଯେ ଲାଗୁଛି ଯେମିତି ଦାଢ଼ୀ ବଢ଼ି ଯାଇଛି । ତେବେ ଆଶ୍ଚର‌୍ୟ୍ୟର କଥା ହେଉଛି…

ବାଲେଶ୍ବର ଅସ୍ତିଆ ପୋଲ ଛକ ନିକଟରେ ଭାରସାମ୍ଯ ହରାଇ ନୟନଜୋରି ଭିତରକୁ ଓଲଟିଲା କାର୍, ଜଣେ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ପୋଲ ଛକ ନିକଟରେ ଏକ ଇଣ୍ଡିକୋ କାର୍ ଭାରସାମ୍ଯ ହରାଇ ନୟନଜୋରିରେ ଓଲଟି ପଡିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ପହଁଚି ଗାଡିରୁ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।…

ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ

ବାଲେଶ୍ୱର: ରାଜ୍ୟର ପ୍ରଥମ ଥର ପାଇଁ ଜଣେ ବିଧାୟକଙ୍କୁ କରୋନା। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ରିପୋର୍ଟ ପଜିଟିଭ ଆସିଥିବା ପରେ ଏନେଇ ସଂପୃକ୍ତ ବିଧାୟକ ନିଜେ ସୂଚନା ଦେଇଥିବା ସହ ସିଡିଏମଓ ମଧ୍ଯ ଜଣାଇଛନ୍ତି। ସୂଚନା ଥାଉକି, ବାଲେଶ୍ୱରରେ…

ବାଲେଶ୍ୱର: ରେମୁଣା ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍, ୭ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍। ଏହି ବସଟି କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ଖବର ପାଇବାପରେ…

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ଯମ କରି ଫସିଲେ ଯୁବକ, ଗଛରେ ବାନ୍ଧି ନିର୍ଧୁମ ଛେଚିଲେ ଅନ୍ତେବାସୀ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତଥା ବରହମପୁର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ତେଲିପାଳ ଆଶ୍ରମରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ଯମ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ । ସୂଚନା ଅନୁଯାୟୀ ଯୂବତୀ ଜଣଙ୍କ…

ବଦଳିଯାଇଛି ଠିକଣା ଓ ପରିଚୟ, ହେଲେ ନିଜ ଲକ୍ଷ୍ୟ ଠାରୁ ବିଚ୍ୟୁତ ହୋଇନାହାନ୍ତି କିନ୍ନର ଦିବ୍ୟ ଭାରତୀ

ବାଲେଶ୍ବର :ସାମାଜିକ କଟକଣା , ଟାହି ଟାପରା ଓ ଲୋକ ହସା ପାଇଁ ଦିନେ ଘରକୁ ପର କରି ଦେଇଥିଲେ । ଆଉ ଆଜି ଯେଉଁ ନୂଆ ଦୁନିଆରେ ସେ ବସା ବାନ୍ଧିଲେ ଦୁନିଆ ତାଙ୍କୁ କହିଲା ମାଇଚିଆ ଆଉ କିନ୍ନର । ଭଗବାନ ସେମାନଙ୍କୁ ଏଭଳି ଗଢିଛି, ଗୋଟିଏ ଶରୀର କିନ୍ତୁ ଆଖିରେ କଜଳ ଓ ମୁହଁରେ ରଙ୍ଗ ମାରି ଦେଲେ…

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ଦୁଇ ଜିଲ୍ଲାକୁ ସଂଯୋଗ କରାଇ ଦେଖାଇଛନ୍ତି ନିଜର ଯୋଶ୍

ବାଲେଶ୍ବର: ଇଚ୍ଛା ଶକ୍ତି ଥିଲେ ଜଣେ ଯେକୌଣସି ବୟସରେ ବି କିଛି କରି ଦେଖାଇ ପାରିବ, ଏଥିରେ କୌଣସି ଦ୍ବନ୍ଦ ନାହିଁ । ଆଜିକାଲି ଜୀବନରେ ସମସ୍ତେ ସ୍ବାର୍ଥପର ଜୀବନ ବିତାଉଥିବା ବେଳେ ଏମିତି ଜଣେ ବ୍ଯକ୍ତି ବିଶେଷ ଯିଏ ପରୋପକାରକୁ ନିଜର ଧର୍ମ ଭାବେ ଗ୍ରହଣ କରିଛନ୍ତି । ଯାହାଙ୍କ ପାଇଁ ଆଜି…

ବାଲେଶ୍ୱରରେ ଆଉ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି

ବାଲେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବାଲେଶ୍ୱର ଜିଲ୍ଲାର ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ରେ ପହଞ୍ଚିଛି।