Browsing Tag

balasore

କୋଭିଡ ନିୟମ ଉଲ୍ଲଙ୍ଘନ କରି ନାଚ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ, ସବୁଦେଖି ଚୁପ୍ ପ୍ରଶାସନ

ବାଲେଶ୍ୱର: ମହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଭାଙ୍ଗି ଚାଲିଲା ଡ୍ୟାନ୍ସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ହାଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । କୋଭିଡ ନିୟମ ଉଲଘଂନ କରି ନାଚ ଗୀତର ପ୍ରୋଗ୍ରାମ ଆୟୋଜନ ହୋଇଥିଲା । ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ସହିତ…

ଶଶୁର ଘରେ ଜ୍ବାଇକୁ ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ବର(କେନ୍ଯୁଜ୍): ଭାଲୁ ଆକ୍ରମଣରେ ଜ୍ବାଇଁ ଗୁରୁତର। ଶଶୁର ଘରେ ଜ୍ବାଇଁକୁ ଭାଲୁ ଆକ୍ରମଣ। ନୀଳଗିରି ଚତୁରୀଖୁଣ୍ଟା ଅଞ୍ଚଳର ଛବି ସିଂ ନିଜ ଶଶୁର ଘର ଡେଙ୍ଗାସାହିକୁ ଯାଇଥିବା ବେଳେ ଆଜି ସକାଳେ ବିଲକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ସହ…

ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର, ହାତ ବାନ୍ଧି ରାସ୍ତାରେ ଚଲାଇବା ପରେ ପୋଲିସ୍ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ଚୋରକୁ ରାସ୍ତାରେ ବାନ୍ଧି ଚଲାଇବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର । ଭିଲାଇ ଗାଁର ଗଣେଶ ମାଝୀ ଚୋରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିଥିଲେ । ଗଣେଶର ଦୁଇ ହାତକୁ ବାନ୍ଧି ରାସ୍ତାରେ…

ବାଲେଶ୍ବର: ଭାଲୁ ଆକ୍ରମଣରେ ୩ ଗୁରୁତର ୩ ଆହତ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ଅଞ୍ଚଳରେ ଭାଲୁଙ୍କ ଉତ୍ପାତ। ଆଜି ଭାଲୁ ଆକ୍ରମଣରେ ୩ଜଣ ଗୁରୁତର ହେବା ସହ ୩ଜଣ ଆହତ ହୋଇଛନ୍ତି। ସୂଚନା ମୁତବାକ ଆଜି ସକାଳ ସମୟରେ ୫ଟା ସମୟରେ ଔପଦା ବ୍ଲକ ଅଧିନ ବାଉଁଶବଣିଆ ଅଂଚଳରୁ ୨ଟି ଭାଲୁ ଜଙ୍ଗଲକୁ ଫେରୁଥିବା…

ବାଟବଣା ହେଲେ ପ୍ରବାସୀ ଶ୍ରମିକ, ବାଲେଶ୍ୱରରେ ବୁଲୁଛନ୍ତି ବାହାର ରାଜ୍ୟର ୪୦ ଜଣ ଶ୍ରମିକ

ବାଲେଶ୍ୱର (କେ.ନ୍ୟୁଜ): ସହର ଭିତରେ ବାଟବଣା ହୋଇଗଲେ ଶ୍ରମିକ। ଶ୍ରମିକମାନଙ୍କ ଏଣେତେଣେ ବୁଲିବା ଦେଖି ବାଲେଶ୍ବର ସହରବାସୀ ଭୟଭୀତ। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଦିନ ସାଢ଼େ ୧୨ଟା ବେଳେ। ସମସ୍ତ ଶ୍ରମିକ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।…

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି, ଗତକାଲି…

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ପୁଣି ବଢାଯାଇଛି କର୍ଫ୍ୟୁ ଅବଧି। ଗତକାଲି ମଧ୍ୟରାତ୍ରିରୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ବାଲେଶ୍ୱର ଷ୍ଟେସନର ଉଭୟ ପାର୍ଶ୍ୱର ୫୦୦ ମିଟର ପରିସୀମା ସହ ଲକ୍ଷ୍ମୀନାରାୟଣ ମନ୍ଦିର…

ବାଲେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ

ବାଲେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅଷ୍ଟମ ଶ୍ରେଣୀ ଛାତ୍ର ଗୋବିନ୍ଦ ଦାସ ନିଖୋଜ ଘଟଣା ଅଭିଭାବକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଖୋଜ ଛାତ୍ରର ଘର ହାଣ୍ଡିପଡ଼ା ଗାଁରେ । ଗତକାଲି ସକାଳୁ ଗୋବିନ୍ଦ ସ୍କୁଲ ପରିସରରୁ କେଉଁଆଡେ ନିଖୋଜ ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷ…

ମାଛ ଭିତରେ ଆସୁଛି ବ୍ରାଉନ୍‌ ସୁଗାର୍‌, ବାଲେଶ୍ୱରରେ ହଇଚଇ

ମାଛ ପେଟରେ ବ୍ରାଉନ ସୁଗାର୍ ଚାଲାଣ । ଏଭଳି ଘଟଣା କିଛି ଅସମ୍ଭବ ନୁହଁ କି ଏହାକୁ ସହଜରେ ଏଡାଇ ଦିଆଯାଇ ପାରିବ ନାହିଁ । ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ପୋଲିସ ୪ ଜଣ ମାଛ ବ୍ୟବସାୟୀଙ୍କୁ ଗିରଫ କରିବା ପରେ ଏବେ ଏହି କଥା ସ୍ପଷ୍ଟ ହୋଇଛି । ଏମାନଙ୍କ ଠାରୁ ସହଦେବ ଖୁଣ୍ଟା ଥାନା ପୋଲିସ ଦେଢ଼…

ବାଲେଶ୍ୱର : କଲେଜର ଛାତ୍ରୀଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ

ବାଲେଶ୍ୱର : ସିଂଲା ଥାନା ଅନ୍ତର୍ଗତ ଜାମସୁଳି କଲେଜର ଛାତ୍ରୀ ଲୋପାମୁଦ୍ରା ମହାନ୍ତିଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ। ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାମସୁଳି କଲେଜର ଶତାଧିକ ଛାତ୍ରଛାତ୍ରୀ ବସ୍ତା-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ ।…

ବାଲେଶ୍ୱର : ନାସାରୁ ୩ ଦିନିଆ ସମ୍ମିଳନୀ ସାରି ଫେରିଲେ ୧୩ ଛାତ୍ରଛାତ୍ରୀ

ବାଲେଶ୍ୱର : ନାସାରେ ୩ ଦିନିଆ ଆନ୍ତର୍ଜାତିକ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଅଂଶଗ୍ରହଣ କରି ବାଲେଶ୍ୱର ଫେରିଛନ୍ତି ୧୩ ଜଣ ଛାତ୍ରଛାତ୍ରୀ । ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟର ବିଦ୍ୟାର୍ଥୀମାନେ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ନାସା ଭ୍ରମଣର ଅନୁଭୂତି ସଂପର୍କରେ…

ବାଲେଶ୍ୱର : ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର : ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଅବେହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିଶୁଟିର ଆଖି ପାଖରେ ଏକ ବଥ ହୋଇଥିଲା। ପରିବାରଲୋକେ ଶିଶୁଟିକୁ ହସ୍ପିଟାଲରେ…