ନଣ୍ଡା ହୋଇଗଲେ କି ଉର୍ଫି ! ଫଟୋ ଦେଖି ଫ୍ୟାନ୍ସ ଚକିତ
ଉର୍ଫି ଜାଭେଦ ସବୁବେଳେ ବିଭିନ୍ନ ପ୍ରକାରର ଅତରଙ୍ଗୀ ଫ୍ୟାଶନ ପାଇଁ ବେଶ୍ ପରିଚିତ । ପ୍ରତ୍ୟେକ ଦିନ ଅଲଗା ଅଲଗା ଜିନିଷରୁ ନୂଆ ନୂଆ ଡ୍ରେସ ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ଏବେ ପୁଣି ଏକ ନୂଆ ଲୁକରେ ଆସି ଫ୍ୟାନ୍ସଙ୍କୁ ଚକିତ କରିଛନ୍ତି । ଉର୍ଫିଙ୍କ ନୂଆ ଫଟୋ…