ଖୋଲିଲା କୁଲଢିଆ ଅଭୟାରଣ୍ୟ, ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦୂର ଦୂରାନ୍ତରରୁ ଆସୁଛନ୍ତି ପର୍ଯ୍ୟଟକ
ଓଡ଼ିଶାରେ ଥିବା କୁଲଢିଆ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ପଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ । ଏଠାରେ ଥିବା ଜୀବଯନ୍ତୁ ଏବଂ ସୁନ୍ଦର ପରିବେଶରେ ପର୍ଯ୍ୟଟକମାନେ ବାହାର ଦୁନିଆକୁ ଭୁଲି ଯାଆନ୍ତି । କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ । ତେବେ ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…