Browsing Tag
baleswar
ହିନ୍ଦୁ ରୀତିନୀତି ଅନୁସାରେ ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ
ବାଲେଶ୍ଵର: ବାଜୁଛି ଶାହାନାଇ । ଫୁଟୁଛି ବାଣ । ଆଉ ଡିଜେର ତାଳେ ତାଳେ ନାଚୁଛନ୍ତି ବରଯାତ୍ରୀ । ତେଲିଙ୍ଗି ବାଜା ଆଉ ସାହନାଇ ଯେତେ ଜୋରରେ ବାଜୁଛି ସେତିକି ଆନମନା ହୋଇ ଯାଉଛି ବର ମନ । କାହିଁକି ନାଁ ସୁଦୂର ବିଲାତରୁ ବର ଆସିଛି ବାଲେଶ୍ଵରରେ ବାହାହେବା ପାଇଁ । ଆଖିରେ କଳା ଚଷମା ସାଙ୍ଗକୁ…
କ୍ୟାନ୍ସର ପୀଡ଼ିତ ନନ୍ଦନଙ୍କୁ ମିଳିଲା ସାହାଯ୍ୟ, ସହାୟତାର ହାତ ବଢାଇଲା ହେଲ୍ପ ଫର ୟୁ ଫାଉଣ୍ତେସନ
ବାଲେଶ୍ୱର : କଳିଙ୍ଗ ଟିଭିରେ ଖବର ପ୍ରସାରଣ ପରେ ମାରାତ୍ମକ କ୍ୟାନ୍ସରରେ ପିଡୀତ ନାବାଳକ ନନ୍ଦନଙ୍କୁ ସାହାଯ୍ୟ ମିଳିଛି । ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେସନ । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ସରସିଦା ଗ୍ରାମର ସପନ ଦତ୍ତ ଓ ଜାନକୀ…
ଅସହାୟ ଦିବ୍ୟାଙ୍ଗଙ୍କୁ ଦୀର୍ଘ ବର୍ଷ ଧରି ମାଗଣାରେ ସେବା ପ୍ରଦାନ କରୁଛନ୍ତି ଯୁବକ
ବାଲେଶ୍ବର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହାକୁ ନିଜ ଜୀବନର ବ୍ରତ ବୋଲି ଭାବି ଗରିବ ଅସହାୟ ଦିବ୍ଯାଙ୍ଗ ଲୋକ ମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସଗୀକୃତ କରିଛନ୍ତି ଜଣେ ଯୁବକ । ଦିବ୍ଯାଙ୍ଗ ଲୋକ ମାନଙ୍କୁ ଦୀର୍ଘ ବର୍ଷ ଧରି ମାଗଣାରେ ସେବା ପ୍ରଦାନ କରୁଛନ୍ତି । ଆଜିର ସ୍ବାର୍ଥପର…
ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭଦ୍ରକ ଓ ବାଲେଶ୍ୱର : ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମୀକ୍ଷା ନେଇ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଦିନିଆ ବର୍ଷା ସମଗ୍ର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଚାଷୀ ମାନଙ୍କ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ…
୧୦ ଦିନର ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକ୍ରି କରି ବାଇକ କିଣିଲା ସ୍ୱାର୍ଥପର ବାପା
ବାଲେଶ୍ବର: ବାପା ନାଁରେ ସାଂଘାତିକ ଅଭିଯୋଗ । କୁଆଡ଼େ ପିଲା ବିକି ନିଜ ସ୍ବପ୍ନ ପୂରଣ କରିଛି । ସେହି ପଇସାରେ କିଣିଛି ମୋଟର ସାଇକେଲ । ସତରେ ବାପା ହେବ ତ ଏମିତି । ପିଲା ଜନ୍ମ କରିବ ଆଉ ତାକୁ ବିକି ଅଏସ୍ କରିବ । ଆଜ୍ଞା ହଁ, ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା…
ବ୍ରାଉନସୁଗର ଜବତ, ଚଢ଼ାଉ ବେଳେ ଅବକାରୀ ଟିମ୍ ହଟହଟା
ବାଲେଶ୍ବର : ଚଢ଼ାଉ ବେଳେ ଅବକାରୀ ଟିମ୍ ହଟହଟା । ମହିଳାଙ୍କୁ ଗିରଫ କରି ନେଲା ବେଳେ ଗାଡିର ଚାବି ଛଡ଼ାଇ ନେଲେ ଲୋକ। ବାଲେଶ୍ବର ଜିଲ୍ଲା କମର୍ଦ୍ଦା ବଜାରରେ ବ୍ରାଉନସୁଗର ଜବତ କରିବାକୁ ଆସିଥିଲେ ଅବକାରୀ ସାଟେଲାଇଟ୍ ଟିମ୍ । ସେଠାରେ ବ୍ରାଉନସୁଗର ଜବତ ସହ ମହିଳାଙ୍କୁ ଗିରଫ କରିଥିଲେ ।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣାଗାଡ଼ି ଧକ୍କାରେ ଯୁବକ ମୃତ
ବାଲେଶ୍ୱର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣାଗାଡ଼ି ଧକ୍କାରେ ଯୁବକ ମୃତ । ଏନଏଚ୍ ୬୦ ହଳଦୀପଦା ବାଇପାସ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଆଗରଗୋହିରା ଗାଁର ଶତ୍ରୁଘ୍ନ ବାରିକ । ସେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ଘଟଣାସ୍ଥଳରେ…
ମାରାତ୍ମକ କ୍ୟାନ୍ସରରେ ପୀଡ଼ିତ ଗୋପାଳ, ସାହାଯ୍ୟ ପାଇଁ ଅନୁରୋଧ କରୁଛି ପରିବାର
ବିଛଣାରେ ପଡି ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ମାରାତ୍ମକ କ୍ୟାନ୍ସରରେ ପୀଡ଼ିତ ଜଣେ ବ୍ୟକ୍ତି । ଅର୍ଥାଭାବ ଯୋଗୁ ସ୍ବାମୀଙ୍କ ଚିକିତ୍ସା କରିବା ତ ଦୂର ର କଥା ପେଟକୁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅସହାୟ ହୋଇ ପଡିଛି ସ୍ତ୍ରୀ । ଦିନେ ହସ ଖୁସିରେ ଚାଲିଥିବା ସଂସାର ଆଜି ଲୁହ ଦରିଆରେ…
ସିଟି ବସ୍ ଭଳି ଅଚଳ ହୋଇଯିବ କି ବାଲେଶ୍ଵରକୁ ଆସିଥିବା ବ୍ୟାଟେରୀ ଚାଳିତ ବସ୍?
ସିଟି ବସ୍ ଭଳି ଅଚଳ ହୋଇଯିବ କି ବାଲେଶ୍ଵରକୁ ଆସିଥିବା ବ୍ୟାଟେରୀ ଚାଳିତ ବସ୍? ପୂର୍ବରୁ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ୧୫ଟି ସିଟି ବସ୍ ଖତ ଖାଉଛି । ପୁଣି ୯ଟି ବ୍ୟାଟେରୀ ଚାଳିତ ବସକୁ ନେଇ ବିବାଦ ମୁଣ୍ଡ ଟେକିଛି । ସହରକୁ ଆସିଥିବା ଏହି ୯ ଟି ଇ-ବସ୍ ଉଦଘାଟନ ପରଠାରୁ ଚାର୍ଜିଂଙ୍ଗ…
ବାଲେଶ୍ଵର ପୁଅ ମାଲେସିଆ ଗସ୍ତରେ, ଯୁଡୋ ଖେଳାଳୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲା ପ୍ରଶାସନ
ବାଲେଶ୍ଵର : ଛୋଟ ବେଳୁ ନା କହି ପାରୁଛନ୍ତି ନା ଶୁଣି ପାରନ୍ତି । କିନ୍ତୁ ସେ ଖେଳ କୁଦରେ ସେ ପାରଙ୍ଗମ । ଆଉ ଯୁଡୋରେ ଧୁରନ୍ଧର । ସମ୍ବିଦ ଛୋଟ ବେଳୁ ଦିବ୍ୟାଙ୍ଗ । ଦୃଢ଼ ମନୋବଳ ଓ ଆଗ୍ରହ ସତ୍ତ୍ୱେ ପାଚେରୀ ହୋଇ ଛିଡା ହୋଇଥିଲା ଆର୍ଥିକ ଅନଟନ । ଆଜି ପରିବାରର ଚେଷ୍ଟା ଓ ପ୍ରଶାସନର ସହଯୋଗରେ…
କଲଭର୍ଟରେ ପିଟିହୋଇ ରାସ୍ତା କଡକୁ ଖସିଲା ବାଇକ : ଦୁଇ ମୃତ, ଦୁଇ ଗୁରୁତର
ବାଲେଶ୍ଵର: ବାଲେଶ୍ୱର ଗୁଜୁରୀ ବଜାର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତଦେହ ନିକଟରୁ ଦୁଇଟି କଟୁରୀ ଜବତ…