Browsing Tag

Balianta

Stolen loot: ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି, ଗାଁରେ ଉତ୍ତେଜନା ପରିସ୍ଥିତି, ପୋଲିସ ମୁତୟନ

ଭୁବନେଶ୍ୱର : ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବୁଢାଳ ଗାଁ ସ୍ଥିତ ମା ବୁଢ଼ୀ ନାହାକାଣୀ ମନ୍ଦିରରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ମୂର୍ତ୍ତି ସହ ଠାକୁରାଣୀଙ୍କ ଅଳଙ୍କାର ଓ ପୂଜା…

ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର

ବାଲିଅନ୍ତା: ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁସଂଗଠିତ ଭାବେ ପାଳନ କରିବା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ମଙ୍ଗଳବର ଦିନ ସକାଳ ୯ ଟା ସମୟରେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ଯୁବ ଶକ୍ତି ଟ୍ରଷ୍ଟର…

ଖୋଲିବ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟ ମର୍ଡରର ଗୁମର, ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର : ଖୋଲିବ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟ ମର୍ଡରର ଗୁମର । ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ପୋଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ ଏସ୍‌ଡେଜେଏମ୍ କୋର୍ଟ । ଘଟଣା…

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା, ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ସ୍ୱାଇଁ ଭିଡ଼ ହିଂସା ହତ୍ୟା ଘଟଣା । ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ । ବିଭୁତି ଭୁଷଣ ପରିଡାକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେ ଜଣେ ଓକିଲ ଥିବା ଜଣାପଡିଛି । ବିଡାନାସି ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବେଳେ ଗିରଫ କଲା କ୍ରାଇମବ୍ରାଞ୍ଚ ।ଏହି…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା, ଆଉ ଜଣେ ମୁଖ୍ୟ କାର୍ପଟଦାର ଗିରଫ

ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଆଉ ଜଣେ ହତ୍ୟାକାରୀ ।  ଆଉ ଜଣେ ମୁଖ୍ୟ କାର୍ପଟଦାର ଅଶୋକ ଜେନା ଓରଫ ଗେଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍ । ଭୁବନେଶ୍ବର ପଟିଆସ୍ଥିତ ଏକ ହୋଟେଲରେ ଲୁଚି ରହିଥିବାବେଳେ ତାକୁ ଗିରଫ କରାଯାଇଛି । ସୌମ୍ୟଙ୍କୁ…

ବାଲିଅନ୍ତା ବର୍ବର କାଣ୍ଡ ଘଟଣା, ମିଳୁନି ସୌମ୍ୟଙ୍କୁ ହସ୍ପିଟାଲ ନେଇଥିବା ଡାଲା ଟ୍ରକର ସୁରାକ

ଭୁବନେଶ୍ବର: ବାଲିଅନ୍ତା ବର୍ବର କାଣ୍ଡ ଘଟଣା । ମିଳୁନି ସୌମ୍ୟଙ୍କୁ ହସ୍ପିଟାଲ ନେଇଥିବା ଡାଲା ଟ୍ରକର ସୁରାକ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ବାଉଁଶରେ ବନ୍ଧା ହୋଇ ଡାଲା ଟ୍ରକରେ ହସ୍ପିଟାଲ ନିଆଯାଇଥିଲା । ହେଲେ ସୋମ୍ୟଙ୍କୁ ହସ୍ପିଟାଲ ନେଇଥିବା ଏହି ଗାଡ଼ିର କୌଣସି ପତା ମିଳୁନାହି।…

ବାଲିଅନ୍ତା ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ହାତରେ ୧୬ ଅଭିଯୁକ୍ତଙ୍କ ତାଲିକା

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲାରେ ଜଣଙ୍କୁ ଇଠାଇନେଲା କ୍ରାଇମବ୍ରାଞ୍ଚ । ବର୍ବର କାଣ୍ଡରେ ସମ୍ପୃକ୍ତି ଥିବା ନେଇ ଜଣେ ଅଭିଯୁକ୍ତକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଭିଡ଼ ଭିତରେ ସୋମ୍ୟଙ୍କୁ ହତ୍ୟା କରିଥିବା ଆଉ ଜଣେ ଯୁବକକୁ ଅଟକ ରଖି ପଚରାଉଚରା । ୧୬ ଜଣ…

ବାଲିଅନ୍ତା ହତ୍ୟା ଘଟଣା: ମିଳିଛି ଅନେକ ଡିଜିଟାଲ ପ୍ରମାଣ, ସୌମ୍ୟକୁ ବନ୍ଧା ଯାଇଥିବା ଦଉଡ଼ି ଖୁଣ୍ଟ ଜବତ

ଭୁବନେଶ୍ୱର : ବାଲିଅନ୍ତା ଭିଡ଼ ହିଂସା ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଅନେକ ଡିଜିଟାଲ ପ୍ରମାଣ ମିଳିଛି । ଭିଡ ହିଂସାର ଅନେକ ପ୍ରମାଣ ମିଳିଛି । ସୌମ୍ୟ କୁ ବନ୍ଧା ଯାଇଥିବା ଦଉଡ଼ି, ଖୁଣ୍ଟ ଜବତ ହୋଇଛି । ଦୁଇ ଯୁବତୀ, ସୌମ୍ୟ ଙ୍କ ପରିବାର, ବାଲିଅନ୍ତା…