ଅନ୍ତର୍ଜାତୀୟ ସ୍ତରରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଆଣିଲେ ବାଲୁଗାଁ ମାଟିର ପୁଅ
ବାଲୁଗାଁ : ପୁରା ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ଖୁସିରେ କାହାରି ପାଦ ତଳେ ଲାଗୁନି । ଗର୍ବରେ ବାପା ମା’ଙ୍କ ଛାତି ଫୁଲି ଉଠୁଛି । ପୁଅ ଆମର ନାଁ ରଖିଛି । ସ୍କୋଏ ମାର୍ଶଲ ଆର୍ଟରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ପରିଷଦ ଅଞ୍ଚଳ…