Browsing Tag

balugaon

ବଜ୍ରପାତରେ ଚାଲିଗଲା ବାପ ପୁଅଙ୍କ ଜୀବନ, ଦୁଃଖ ବୁଝିବା ପାଇଁ ଶାଶୁ ବୋହୂଙ୍କ ପାଖରେ ପହଞ୍ଚିଲେ କେନ୍ୟୁଜ ସାମ୍ବାଦିକା

ଖୋର୍ଦ୍ଧା (କେନ୍ୟୁଜ): ମୁରବି ଶୂନ୍ୟ ହୋଇପଡିଥିବା ଦୁଇ ଅସହାୟ ମହିଳାଙ୍କ ଦୁଃଖ ବୁଝିଲେ କେନ୍ୟୁଜ ସାମ୍ବାଦିକା ପ୍ରାଚୀ ମହାପାତ୍ର। ବଜ୍ରାଘାତରେ ଗୋଟିଏ ଘରୁ ବାପା ପୁଅଙ୍କ ମ୍ତ୍ୟୁ ହୋଇଯାଇଥିଲା। ସେହି ଘରର ଦୁଇ ଅସହାୟ ମହିଳାଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝିବା ସହ କିଛି ମାସ ପାଇଁ…

ଖୋର୍ଦ୍ଧା: ଘରେ ପଶିଥିବା ବର୍ଷା ପାଣିରେ ବୁଡ଼ି ଏକ ମାସର ଶିଶୁର ମୃତ୍ୟୁ

ଟାଙ୍ଗୀ(କେନ୍ୟୁଜ୍):  ବର୍ଷା ପାଣିରେ ବୁଡ଼ି ୧ ମାସର ଶିଶୁର ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏନଏସି ସୂର୍ଯ୍ୟନଗର ଅଞ୍ଚଳର ପ୍ରୀତି ନାୟକ ଏକ ମାସର ଶିଶୁପୁତ୍ରର ବର୍ଷା ପାଣିରେ ବୁଡି ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁ ଘରେ ବର୍ଷାଜଳ ପ୍ରବେଶ…

ବାଲୁଗାଁରେ ଅଭାବନୀୟ ଘଟଣା: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଟାଙ୍ଗୀ(କେନ୍ୟୁଜ୍):  ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅଭାବନୀୟ ଘଟଣା । ଇଞ୍ଜନପୁର ଗାଁର ସୁରେଶ ବାରିକଙ୍କ ଝିଅ ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡିହ ଗାଁର ଗଣେଶ ମାଝୀଙ୍କ ପୁଅ ବିଘ୍ନେଶ ମାଝୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ…